ବିଜେପି ନେତ୍ରୀ ଙ୍କ ର କାର ଭିତରେ କାଣ୍ଡ । ଧରା ପଡିବା ପରେ ଅବସ୍ଥା ସାଙ୍ଘାତିକ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବିଜେପି ନେତ୍ରୀ ଙ୍କ ର କାର ଭିତରେ ହୋଇଥିବା କାଣ୍ଡ ଯାହା ଦ୍ୱାରା ତାଙ୍କ ମାନ୍ ଇଜ୍ଜତ ତଳେ ପଡି ଗଲା ସେ ବିଷୟରେ କହିବାକୁ ଯାଉଛୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ସୁଶାନ୍ତ ଙ୍କ ମର୍ଡର କେସ ସମୟରେ ମହାରାଷ୍ଟ୍ର ରୁ କେତେ ଲୋକ ଏହି ଡ୍ରଗ୍ସ କେସ ରେ ଧରା ପଡ଼ିଥିଲେ । ଏହା ପରେ ପରେ ବହୁ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ଧରା ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ମୁମ୍ବାଇ ପୋଲିସ ଜଣେ ରାଜନେତା ଙ୍କୁ ଧରିଛି ତେବେ ସେହି ରାଜନେତା ହେଉଛନ୍ତି ପ୍ରମିଳା ଗୋସ୍ୱାମୀ ।

 

 ତେବେ ସେ ହେଉଛନ୍ତି ମହାରାଷ୍ଟ୍ର ବିଜେପି ର ଜଣେ ଆଗ ଧାଡି ର ନେତ୍ରୀ । ତେବେ ସେ ଡ୍ରଗ୍ସ ନେଉଥିବାର ଆଗରୁ ପୋଲିସ ଙ୍କ ନଜର ରେ ଥିଲେ । କିନ୍ତୁ କୌଣସି ମଉକା ପାଉ ନଥିଲେ ତାଙ୍କୁ ଧରିବାଆକୁ । ତେବେ ସେଦିନ ତାଙ୍କ ଗାଡି ରେ ସେଦିନ ୧୦୦ ଗ୍ରାମ ର କୋକେନ୍ ନେଇ ଯାଉଥିବାର ସୁଯୋଗ ପାଇ ସଙ୍ଗେ ସଙ୍ଗେ ତାଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ ହୋଇଯାଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *