ବିଦ୍ୟାଶ୍ରୀ କଲେ ଖୁଲାସା ଯାଣନ୍ତୁ କିଏ ଦାୟୀ ଏଥି ପାଇଁ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଓ ଶୁଣିବା ବିଦ୍ୟାଶ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ ର live ଭିଡ଼ିଓ ତା ପୂର୍ବରୁ ଆସନ୍ତୁ ଜାଣିନେଵା କିଛି ଏ ବିଷୟରେ ….

ଆଦିତ୍ୟ ଦାସ ଜେବେଠାରୁ ଏ ଦୁନିଆ ଛାଡି ଯାଇଛନ୍ତି ସେବେଠାରୁ ବିଦ୍ୟାଶ୍ରୀ ଏ ଦୁନିଆ ଆଗରେ ଦୋଷୀ ହୋଇ ସାରିଛନ୍ତି । କୌଣସି ପ୍ରମାଣ ନଥାଇ ମଧ୍ୟ ବିଦ୍ୟାଶ୍ରୀ ଙ୍କୁ ଦୋଷୀ ରୂପରେ ଏ ସମାଜ ଦେଖୁଛି କିନ୍ତୁ ଆଇନ ଅନୁଯାୟୀ ଯେପର୍ଯନ୍ତ କୌଣସି ପ୍ରମାଣ ମିଳିନାହିଁ ଦୋଷୀ କିଏ ଆମେ କହିବା ଟା ଭୁଲ ଆଜି ବିଦ୍ୟାଶ୍ରୀ

ଫେସବୁକ ର live ଭିଡ଼ିଓ ରେ ଆସି ନିଦ ବଟିକା ଖାଇ ଆତ୍ମହତ୍ୟା ର ଉଦ୍ୟମ କରିଛନ୍ତି । ସେ କହିଛନ୍ତି ଯେ ମୁଁ ମରିବା ପାଇଁ ଯେଉଁମାନେ ଦାୟୀ ଯେଉଁ ମାନେ ମତେ ହାରସ ମେଣ୍ଟ କରିଛନ୍ତି । ସେ ମାନଙ୍କ ବିଷୟରେ ମୁ ଏ ଡାଇରି ରେ ଲେଖିସାରିଛି । ଆସନ୍ତୁ ଦେଖିବା ଏହି ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *