ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଣୀ ପଣ୍ଡା କିଭଳି ଖରାଦିନେ ପଖାଳ ର ମଜା ଉଠାଉଛନ୍ତି ଏବଂ ଓଡ଼ିଶା ବାସୀ ଙ୍କୁ ଖରା ରୁ ମୁକ୍ତି ପାଇବା ପାଇଁ ସତର୍କ କରାଇ ଦେଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତେବେ ସେ ଯାହାବି କରନ୍ତୁ ନା କାହିଁକି ଓଡିଶା ମାଟି ପାଇଁ ଓଡିଶାର ଲୋକ ମାନଙ୍କ ପାଇଁ ତଥା ନାରୀ ଜାତି ପାଇଁ ଜଣେ ଉଦାହରଣ ପାଲଟିଯାଇଛନ୍ତି ।
ତେବେ ବର୍ତ୍ତମାନ ରାଣୀ ଓଡ଼ିଶାର ଲୋକ ମାନଙ୍କୁ ଖରା ରୁ ମୁକ୍ତି ପାଇବା ପାଇଁ କିଛି ଉପଦେଶ ଦେଇଛନ୍ତି । ତେବେ ସେ କହିଛନ୍ତି ଖରାରେ ଅଯଥା ରେ ବାହାରକୁ ବାହାରନ୍ତୁ ନାହିଁ । ସବୁବେଳେ ଓଦା କପଡା ମୁଣ୍ଡରେ ପକାଇ ବାହାରକୁ ଵାହରନ୍ତୁ । ସବୁବେଳେ ପାଣି ପିଆନ୍ତୁ । ଏହା ଛଡା ସେ ପଖାଳ ଖାଇବା ସହ ଓଡିଶା ବାସୀ ଙ୍କୁ ପଖାଳ ଖାଇବା ପାଇଁ ଅନୁରୋଧ କରିଛନ୍ତି । ତେବେ ସେ ମଧ୍ୟ ପଖାଳ , ସୁଜୁନା ଛୁଇଁ ଆଳୁ ଭଜା, ବଢି ,କାକୁଡି ଏବଂ ବିଲାତି ବାଇଗଣ ଚୋଖା ଆଦି ନିଜର ଦୁଇ ଭାଇ ଙ୍କ ସହ ଖାଉଥିବାର ଭିଡ଼ିଓ ଭାଇରାଲ କରିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।