ବିବାହିତ ମହିଳା ଙ୍କ ଚୋରା ପୀରତି ମହଙ୍ଗା ପଡିଲା। ଧରା ପଡିଗଲା ସବୁ ରହସ୍ୟ । ତାପରେ ଯାହା ହେଲା ବିଶ୍ୱାସ କରିହେବନି….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଜଣେ ବିବାହିତ ମହିଳା ନିଜ ସ୍ୱାମୀ ର ଅନୁପସ୍ଥିତି ରେ କରୁଥିବା ଚୋରା ପୀରତି ଧରା ପଡିଗଲା ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଘଟଣା ଟି ଏକଁ ସଙ୍ଗିନ ଏବଂ ଅବସ୍ତାବିୟ ପରି ଲାଗୁଥିଲେ ମଧ୍ୟ ଏଭଳି ଘଟଣା ଆମ୍ଭ ସମାଜ ରେ ଘଟି ଚାଲିଛି । ସତେ ଯେପରି ଜଣେ ପତିବ୍ରତା ନାରୀ ନିଜ ର ପତିବ୍ରତ କୁ ସର୍ଵ ପ୍ରଥମେ ଭୁଲି ଯାଉଛି । ତେବେ ଘଟଣା ଟି ହେଲା ବାଙ୍ଗାଲୋର ର ଗୋଟେ  IT  କମ୍ପାନୀ ର । ତେବେ ଘଟଣା ଅନୁଯାୟୀ ହରିସ ଏବଂ ତାଙ୍କ ପତ୍ନୀ କରିସ୍ମା  ଦୁଇ ଜଣ ବାଙ୍ଗାଲୋର ର ଦୁଇଟି ଅଲଗା ଅଲଗା IT କମ୍ପାନୀ ରେ କାମ କରନ୍ତି । 

ତେବେ ଏକ ଦିନ ହରିସ ଶୀଘ୍ର ତା ଅଫିସ ରୁ କାର୍ୟ୍ଯ ସମାପ୍ତ କରି କରିସ୍ମା କୁ ତା ଅଫିସ ରୁ ନେବାକୁ ଚାଲି ଆସିଲା ତେବେ ସେ କରିସ୍ମା ଅଫିସ ର ପର୍କିଙ୍ଗ ଗାଡି ପର୍କିଙ୍ଗ କରୁଥିବା ବେଳେ ସେ ତା ବସ ଙ୍କ ଗାଡି ରେ ବସିଥିବାର ଦେଖିବାକୁ ପାଇଲେ । କିନ୍ତୁ କରିସ୍ମା ତାଙ୍କ ସ୍ୱାମୀ ଙ୍କୁ ଦେଖି ନଥିଲେ । ଠିକ ସେତିକି ବେଳେ ସେ ତାଙ୍କ ବସ ଙ୍କ ସହ ରୋମାନ୍ସ ଆରମ୍ଭ  କରିଦେଲେ ।

ଏହାକୁ ହରିସ ଦେଖିବା ସହ ରେକର୍ଡ଼ିଂଗ କରିଥିଲେ । ଆଉ ତା ପରେ ସେ ତାଙ୍କ ପତ୍ନୀ ଙ୍କୁ ଦିଭର୍ସ ପେପର ଦେବା ସହ ତାଙ୍କୁ ଭିଡ଼ିଓ ଟିକୁ ଦେଖାଇଥିଲେ । ଏହା ପରେ ତାଙ୍କ ପତ୍ନୀ ଆଶ୍ଚର୍ଯ୍ୟ ହେବା ସହ ଭୁଲ ମାଗିଥିଲେ କିନ୍ତୁ ହରିସ ତାଙ୍କୁ ଦିଭର୍ସ ଦେବା ସହ ଅଲଗା ରହିବାକୁ ନିଷ୍ପତି ନେଲେ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *