ବିବାହ ପରେ ସଭ୍ୟ – ଅର୍ଚ୍ଚିତା ଙ୍କୁ ଦେଖା କରିବାକୁ ଆସିଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଦେଲେ ଏଭଳି ଉପହାର …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବିବାହ ପରେ ସଭ୍ୟ ଏବଂ ଅର୍ଚ୍ଚିତା କୁ ଦେଖା କରିବା ପାଇଁ ଆସିଲେ ବଲିଉଡ ର ସୁପରଷ୍ଟାର ଗୋବିନ୍ଦା ଏବଂ କଣ ଉପହାର ଦେଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ଗତ ସୋମବାର ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିଲା । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ । ତାହା ସତ ହେଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ । 

 

ତେବେ ସେମାନେ ଫେରିବା ପରେ ବହୁ ସ୍ଥାନ କୁ ବୁଲାବୁଲି କରିବା ସହ ତାଙ୍କର ବୋହୁ ଓଡ଼ିଆ କଳାକାର ମାନଙ୍କୁ ଏକ ହୋଟେଲ ରେ ଭୋଜି ଆୟୋଜନ କରି ଡାକିଛନ୍ତି ଏହା ପରେ ଏକ ଆୱାର୍ଡ ସୋ କୁ ଯୋଗ ଦେବା ପାଇଁ ଆସିଥିବା ବଲିଉଡ ର ସୁପରଷ୍ଟାର ଗୋବିନ୍ଦା ତାଙ୍କ ପତ୍ନୀ ଙ୍କ ସହ ସବ୍ୟର୍ଚିତା କୁ ଦେଖା କରିବା ପାଇଁ ସବ୍ୟ ଙ୍କ ଘରକୁ ଆସିଥିଲେ । ଏବଂ ତାଙ୍କୁ ଦେଖା କରିବା ସହ ସେ ତାଙ୍କୁ ଦୀର୍ଘ ଜୀବନ ର ଆର୍ଶୀବାଦ ଦେବା ସହିତ ତାଙ୍କ ମଙ୍ଗଳ କାମନା କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *