ବିବାହ ପରେ ହିରୋଇନ ଏମିତି ପାଳନ କଲେ ମକର ସଂକ୍ରାତି । ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଓଡ଼ିଆ ସିନେ ଜଗତ ର ହିରୋଇନ ଝିଲିକ ଙ୍କ ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡେଇବା ବିଷୟରେ ….ଓ ଭିଡିଓ ଦେଖିବା ।

ମକର ସଂକ୍ରାନ୍ତି ନୂଆ ବର୍ଷ ମାନଯାଇଥାଏ ଆମ ଓଡ଼ିଶା ପରମ୍ପରା ରେ ଏହି ମକର ସଂକ୍ରାତି ଗୁଡି ଉଡେଇବା ର ପରମ୍ପରା ମଧ୍ୟ ରହି ଆସିଛି । ଏହି ଦିନ ଗୁଡି ଉଡେଇବାର ମଜା କିଛି ଅଲଗା ଥାଏ ଏହି ଦିନ ସେଲିବ୍ରିଟି ବି ଗୁଡି ଉଡେଇବାକୁ ପସନ୍ଦ କରିଥାନ୍ତି । ଏଥିରୁ ବାଦ ପଡିନାହାନ୍ତି ଓଡ଼ିଆ ଅଭିନେତ୍ରୀ ଝିଲିକ । ଝିଲିକ ତାଙ୍କ ଶାଶୁ ଘରେ ଗୁଡି ଉଡେଇବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ଲାଗିଛି । ଆସନ୍ତୁ ଦେଖିବା ଏହି ଭିଡିଓ କେମିତି ଜୋସ ରେ ଗୁଡି ଉଡଉଛନ୍ତି ହିରୋଇନ ଝିଲିକ ।

ଯଦି ପୋଷ୍ଟ ଟି ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *