ବିବାହ ବନ୍ଧନରେ ବାନ୍ଧି ହେଲେ ଭୂମିକା । ହେଲେ ଏହି ଫିଲ୍ମ ରେ…….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଓଡ଼ିଆ ଫିଲ୍ମ ର ସୁପରିଚିତ ଆକଟ୍ରେସ ଭୂମିକା ଦାସ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣଙ୍କୁ କଥା ତା ଅବିଶ୍ୱାସ ଲାଗୁଥାଇ ପାରେ । ତେବେ ଏହି ଘଟଣା ଟି କୌଣସି ପ୍ରକୃତ ଘଟଣା ନୁହେଁ ଏହା ଭୂମିକା ଙ୍କ ଆଗକୁ ଆସୁଥିବା ଏକ ଚଳଚ୍ଚିତ୍ର ର । ତେବେ ଏହି ଚଳଚିତ୍ର ରେ ଭୂମିକା ଙ୍କ ଏକ ଅଭିନୟ ସମୟ ର ଦୃଶ୍ୟ କୁ ନିଜ ମୋବାଇଲ ରେ କଏଦ କରି ସୋସିଆଲ ମିଡ଼ିଆ ରେ ଛାଡି ଦେଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଭୂମିକା ଦାସ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ସବୁଠାରୁ କନିଷ୍ଠ ହିରୋଇନ । 

ତେବେ ସେ ହୋଇପାରନ୍ତି ବୟସ ରେ ସବୁଠାରୁ କମ । କିନ୍ତୁ ସେ ନିଜ ଆକ୍ଟିଙ୍ଗ ରେ ମହାନ ମହାନ ରଥୀ ଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଖୁବ୍ କମ୍ ସମୟ ମଧ୍ୟରେ ଭୂମିକା ଲୋକ ମାନଙ୍କର ଅତି ପ୍ରିୟ ଅଭିନେତ୍ରୀ ହୋଇ ପାରି ଥିବାବେଳେ ।  ଶିଶୁ କଳାକାର ଭାବେ ସେ ଓଲିଉଡ ରେ ପାଦ ଥାପି  ଥିବାବେଳେ ପରେ ପରେ ସେ ହିରୋଇନ୍ ଭାବେ ନଜର ଆସି ଥିଲେ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *