ବିରାଟ ଜିତିଲେ ସବୁ ଭାରତୀୟ ଙ୍କ ହୃଦୟ । ଆପଣ ବି ଜାଣିଲେ ଖୁସି ହୋଇଯିବେ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା କେମିତି ବିରାଟ କୋହଲି ଜିତିଲେ ସବୁ ଭାରତୀୟ ଙ୍କ ହୃଦୟ ଆସନ୍ତୁ ଜାଣିବା ଖବର ଟି ସମ୍ପୂର୍ଣ ପଢିଲେ ସମ୍ପୂର୍ଣ ବିଷୟ ଜାଣିପାରିବେ !

ବିରାଟ କୋହଲି ଏବେକା ଜେନେରେସନ ର ସବୁଠାରୁ ଲୋକ ପ୍ରିୟ ଖେଳାଳି । ସେ ବିଶ୍ୱ ର ୧ ନମ୍ବର ଖେଳାଳି ବର୍ତମାନ ତାଙ୍କ ର ପଦର୍ଶନ ଯୋଗୁ ତାଙ୍କୁ ବହୁତ ଶ୍ରେୟ ମିଳୁଛି ମଧ୍ୟ । କିନ୍ତୁ ବିରାଟ ଙ୍କ ଅଗରେସିଭି କୁ କିଛି କ୍ରିକେଟ ଫାନ୍ସ ମାନେ ପସନ୍ଦ କରୁନାହାନ୍ତି । ହେଲେ ବି ଦେଖିବାକୁ ଗଲେ ଏବେ ଧୋନି ଙ୍କ ପରେ ବିରାଟ ଦ୍ୱିତୀୟ ସ୍ଥାନ ରେ ଫାନ୍ସ ସପର୍ଟ ରେ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଚାଲୁଥିବା ବେଳେ କିଛି ଧୋନି ଫାନ୍ସ ମାନେ

WE MISS MS DHONI ଲେଖି ବ୍ୟାନର ଦେଖେଇ ଥିଲେ । ଠିକ ସେତିକି ବେଳେ ବିରାଟ ଏହି ଫୋଟୋ ଦେଖି ଇସାରା କରଥିଲେ me too ର ଠିକ ସେତିକି ଭାରତୀୟ ଫାନ୍ସ ମାନେ ଖୁସି ହୋଇ ବିରାଟ ବିରାଟ ଚିତ୍କାର କରିଥିଲେ । ଧୋନି ଅବସର ନେଇଥିଲେ ତାଙ୍କ ଫାନ୍ସ ଫଲୋ ସବୁଠାରୁ ଅଧିକ ଆଉ ଯେତେବେଳେ ଧୋନି ଫାନ୍ସ ଆଉ ବିରାଟ ଫାନ୍ସ ମିଶିଯିବେ ପୁରା କ୍ରିକେଟ ର ଫାନ୍ସ ଏକାଠି ଦେଖିବାକୁ ଗଲେ ୧୨୫ କୋଟି ହୃଦୟ ଜିତିଲେ ବିରାଟ …

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *