ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା କେମିତି ବିରାଟ କୋହଲି ଜିତିଲେ ସବୁ ଭାରତୀୟ ଙ୍କ ହୃଦୟ ଆସନ୍ତୁ ଜାଣିବା ଖବର ଟି ସମ୍ପୂର୍ଣ ପଢିଲେ ସମ୍ପୂର୍ଣ ବିଷୟ ଜାଣିପାରିବେ !
ବିରାଟ କୋହଲି ଏବେକା ଜେନେରେସନ ର ସବୁଠାରୁ ଲୋକ ପ୍ରିୟ ଖେଳାଳି । ସେ ବିଶ୍ୱ ର ୧ ନମ୍ବର ଖେଳାଳି ବର୍ତମାନ ତାଙ୍କ ର ପଦର୍ଶନ ଯୋଗୁ ତାଙ୍କୁ ବହୁତ ଶ୍ରେୟ ମିଳୁଛି ମଧ୍ୟ । କିନ୍ତୁ ବିରାଟ ଙ୍କ ଅଗରେସିଭି କୁ କିଛି କ୍ରିକେଟ ଫାନ୍ସ ମାନେ ପସନ୍ଦ କରୁନାହାନ୍ତି । ହେଲେ ବି ଦେଖିବାକୁ ଗଲେ ଏବେ ଧୋନି ଙ୍କ ପରେ ବିରାଟ ଦ୍ୱିତୀୟ ସ୍ଥାନ ରେ ଫାନ୍ସ ସପର୍ଟ ରେ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଚାଲୁଥିବା ବେଳେ କିଛି ଧୋନି ଫାନ୍ସ ମାନେ
WE MISS MS DHONI ଲେଖି ବ୍ୟାନର ଦେଖେଇ ଥିଲେ । ଠିକ ସେତିକି ବେଳେ ବିରାଟ ଏହି ଫୋଟୋ ଦେଖି ଇସାରା କରଥିଲେ me too ର ଠିକ ସେତିକି ଭାରତୀୟ ଫାନ୍ସ ମାନେ ଖୁସି ହୋଇ ବିରାଟ ବିରାଟ ଚିତ୍କାର କରିଥିଲେ । ଧୋନି ଅବସର ନେଇଥିଲେ ତାଙ୍କ ଫାନ୍ସ ଫଲୋ ସବୁଠାରୁ ଅଧିକ ଆଉ ଯେତେବେଳେ ଧୋନି ଫାନ୍ସ ଆଉ ବିରାଟ ଫାନ୍ସ ମିଶିଯିବେ ପୁରା କ୍ରିକେଟ ର ଫାନ୍ସ ଏକାଠି ଦେଖିବାକୁ ଗଲେ ୧୨୫ କୋଟି ହୃଦୟ ଜିତିଲେ ବିରାଟ …
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।