ବିଶ୍ୱ କୁ ମାଡି ଆସୁଛି ଆଉ ଏକ ମହାମାରୀ ।WHO ଦେଲା ଚେତାବନୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବିଶ୍ୱ କୁ ପୁଣି ଏକ ମହମାରି ମାଡି ଆସୁଛି । ଯାହାକୁ who ବିଶ୍ୱ ବାସୀ ଙ୍କୁ ସୂଚାଇ ଦେଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କରୋନା ଭଳି ମହାମାରୀ ବିଶ୍ୱ ରେ ଯେଉଁଭଳି ଭାବେ ଚହଳ ସୃଷ୍ଟି କରିଛି ତାହା ଦୀର୍ଘ ୨-୩ ବର୍ଷ ପର୍ଯ୍ୟନ୍ତ ସେଠାରୁ ମୁକ୍ତି ମିଳି ପାରିବ ନାହିଁ । ତେବେ କରୋନା ର ଭୟା ବହତା ନସରୁଣୁ ବର୍ତ୍ତମାନ ଆଉ ଏକ ଭାଇରସ ର ସନ୍ଧାନ ମିଳିଛି ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ର ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି । ତେବେ ଏହା ପଙ୍ଗସ ପ୍ରଜାତି ର । 

 

ତେବେ ଏହାର ନାମ କ୍ୟାଣ୍ଡେଲା ପଙ୍ଗସ । ତେବେ ଏହା ଅତି ବିପଦ ଜନକ । ଏହାକୁ ବୈଜ୍ଞାନିକ ମାନେ ଡରୁଛନ୍ତି । ତେବେ ଏହି ପଙ୍ଗସ ଦିନକୁ ଦିନ ମାରତ୍ମକ ହେବାରେ ଲାଗିଛି । ତେବେ ଏହା ର ପ୍ରତିକାର ଏ ପର୍ଯ୍ୟନ୍ତ ମିଳି ପାରିନାହିଁ । ସେଥିପାଇଁ ବୈଜ୍ଞାନିକ ମାନେ ବିଶ୍ୱ ବାସୀ ଙ୍କୁ ସତର୍କ କରି ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *