ବେସରକାରୀ କର୍ମଚାରୀ ଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ସରକାର ଙ୍କ ଦ୍ୱାରା ଲାଗୁ ହେଲା ନୂଆ ନିୟମ ମିଳିବ ୧ ଲକ୍ଷ୍ ଟଙ୍କା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିପରି ବେସରକାରୀ ଚାକିରିଆ ଙ୍କ ପାଇଁ ସରକାର ଙ୍କ ତରଫରୁ ଲାଗୁ ହେଲା ନୂଆ ନିୟମ । ଚାକିରିଆ ପାଇବେ ୧ ଲକ୍ଷ ଟଙ୍କା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ର କରନା ପରିସ୍ଥିତି ରେ ଲୋକ ମାନେ ନିଜ ରୋଜଗାର ବେଉସା  ହରାଇ ଘରେ ବସୁଛନ୍ତି । କିନ୍ତୁ କିଛି ଲୋକ ନିଜ ପରିବାର ଦୁଃଖ ତଥା ନିଜର ଅଭାବ ଦୂର କରିବା ପାଇଁ ନିଜ କର୍ମ ସ୍ଥଳ କୁ ଯାଉଛନ୍ତି । ଯାହା ସେମାନଙ୍କ ପାଇଁ ବିପଦ ଜାଣି ମଧ୍ୟ ବିପଦ କୁ ଖାତିର ନକରି ନିଜର ପରିବାର ପାଇଁ ସେ ନିଜର କର୍ମ ସ୍ଥଳ କୁ ଯାଉଛନ୍ତି । ସେପରି ସ୍ଥଳେ ଯଦି ସେମାନଙ୍କ ର କିଛି ଅଘଟଣ  ହୋଇଯାଏ କିମ୍ବା ଜୀବନ ଚାଲିଯାଏ ତେବେ ତାଙ୍କ ପରେ ତାଙ୍କର EPF  ଟଙ୍କା ତାଙ୍କର ପଡିଥିବା ନୋମିନି ଟଙ୍କା ପାଇଥାଏ । 

 

କିନ୍ତୁ ଵର୍ତମାନ ର ସରକାର ଙ୍କ ନିୟମ ଅନୁସାରେ ସେହି ଟଙ୍କା ଆଗରୁ ୬ ଲକ୍ଷ ଥିବା ବେଳେ ବର୍ତ୍ତମାନ ତାହା ୭ ଲକ୍ଷ ଟଙ୍କା କରାଯାଇଛି । ଏବଂ ଭାରତ ସରକାର ୧୯୯୫ ମସିହା ର ଆଇନ କୁ ସଂଶୋଧନ କରାଯାଇଛି । ଯେଉଁଥିରେ ଯଦି ବ୍ୟକ୍ତି ମରିବାର ୭ ଦିନ ମଧରେ ଟଙ୍କା ନ ଦିଆଯାଏ ତେବେ ବ୍ୟାଙ୍କ ସେହି ବ୍ୟକ୍ତି ବିଶେଷ କୁ ଅଧିକ  ୧୨% ସୁଧ ଦେବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *