ବେସ୍ତ ହୁଅନ୍ତୁନି ସବୁ ଖୋଲି ଦେବୀ….ସ୍ତ୍ରୀ କଲେ ଖୁଲାସା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସ୍ବାମୀ କହୁଛନ୍ତି ମୋ ସ୍ତ୍ରୀ ପେଟ ରେ ଯେଉଁ ପିଲା ରହିଛି ତାହା ମୋର ନୁହଁ ଆଉ କାହାର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସତରେ ଆଜି କାଲି ର ଦୁନିଆ ଛଳନା ହୋଇ ଗଲାଣି । ଏଠି କେହି ମଣିଷ କାହା ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ । ମଣିଷ ଆଜି କାଲି  କେବଳ  ଧୋକା ଓ ଛଳନା  ଶିଖିଛି । ଏଠି କାର ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛଳନା । ଲୋଭ , ସେକ୍ସ ଓ ଧୋକା ଛଡ଼ା ଆଉ କିଛି ଭି ଏବେ କା ଲୋକେ ଜାଣି ନାହାନ୍ତି । ଆଜି ରାତି ର ଲୋକେ କେବଳ ଗୋଟିଏ କଥା ବୁଝିଛନ୍ତି ରାତ୍ ଗଈ ବାତ୍ ଗୟ । ଆଜି କାଲି ର ପ୍ରେମ ସହେ ରୁ ଅନେଶତ ଭାଗ ଲୋକ ଅନଲାଇନ ରେ କରୁଛନ୍ତି । ଯାହା ଉପରେ କିଛି ବିଶ୍ୱାସ ନାହିଁ । ଏହି ଅନଲାଇନ ରେ ଯେ କେତେ ପରିମାଣ ର ଠକେଇ ହେଉଛି ତାହା କଳନା କରା ଯାଇ ପାରିବ ନାହିଁ । ଆଜି କାଲି ର ଝିଅ ପୁଅ ଙ୍କ ପ୍ରେମ ତାର ମନ ଦେଖି ହେଉନାହିଁ । କେବଳ କାମନା ଓ ବାସନା ରହୁଛି । 

 

ଶରୀର ଉପରେ ଲୋଭ ଶରୀର କୁ ଥରେ ଉପଭୋଗ କରିବା ପରେ ଅନ୍ୟ ଜଣେ ପ୍ରେମିକା ଖୋଜୁଛନ୍ତି । ଆଜି କାଲି ର ଝିଅ ମାନେ ଭି ଠିକ୍ ସେହି ଭଳି ଅଲାଜୁକ ହୋଇ ଗଲେଣି । ଝିଅ ମାନେ ନିଜର କିଛି ତା କାମ କୁ ହାସଲ କରିବା ପାଇଁ ଘର ଭିତରେ ଗୋଟେ ସ୍ବାମୀ ରଖୁଛନ୍ତି ତା ଘର ବାହାରେ ଆଉ ଦୁଇ ରୁ ଅଧିକ ପୁରୁଷ ବନ୍ଧୁ ଙ୍କ ସହିତ ଲିପ୍ତ ରହୁଛନ୍ତି । ଆଜି କାଲି ର ଝିଅ ଙ୍କ ପାଇଁ ନିଜ ଶରୀର ଓ ପ୍ରେମ ଦୁଇଟି ଯାକ ପିଲା ଖେଳ ହୋଇଗଲାଣି । ଆଜି ଆମେ ଏପରି ଏକ ସୋସିଆଲ ମିଡ଼ିଆ ରେ ହୋଇ ଥିବା ଲୋଭ ଷ୍ଟୋରୀ ବିଷୟରେ କହିବୁ ଯାହା ଆପଣ ଙ୍କୁ ଆଶ୍ଚର୍ୟ୍ଯ କରିଦେବ । ଏହି ଘଟଣା ଟି କୁ ପ୍ରଥମେ ତାଙ୍କ ସ୍ବାମୀ ମିଡ଼ିଆ ଆଗକୁ ଆଣିଥିଲେ ଓ ତା ପରେ ତାଙ୍କ ସ୍ତ୍ରୀ ଙ୍କ ର ଯାହା ସବୁ ବୟାନ ଥିଲା ।

 

 

ଜଣେ ଲୋକ ଟି କହିଛନ୍ତି କି ସେ ଫେସ୍ ବୁକ୍ ରେ ଭଲ ପାଇଥିଲେ ଜଣେ ମହିଳା ଙ୍କୁ ଆଉ ତ ପରେ ପରେ ସେ ମହିଳା ଙ୍କ ଖୁବ୍ ବାଧ୍ୟ ପାଇଁ ତାଙ୍କୁ ବିବାହ କରିଥିଲେ ବିବାହ ର ଚତୁର୍ଥୀ ଦିନ ରାତି ରେ ତାଙ୍କ ନିକଟ କୁ ଗୋଟିଏ କଲ୍ ଆସିଥିଲା ସେହି ମହିଳା ଙ୍କ ପୂର୍ବତନ ପୁରୁଷ ବଂଧୁ ର ଆଉ ସେ ସେହି କଲ୍ ରେ କହିଥିଲେ କି  ସେ ମୋ ସ୍ତ୍ରୀ ତା ଦେହ ରେ ପ୍ରାଇଭେଟ୍ ଜାଗା ରେ ଦେଖ ମୋ ନାମ ରେ ଟାଟୁ ଅଛି ଓ ଆସ୍ତେ ଆସ୍ତେ ତାର କିଛି ଉଲଗ୍ନ ଭିଡିଓ ତାଙ୍କ ସ୍ଵାମୀ ଙ୍କୁ ଦେଇଥିଲେ ଓ ତା ପରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ କୌଣସି ସମ୍ପର୍କ ରଖିବା ପାଇଁ ଚାହୁଁନଥିଲେ । ହେଲେ ତାଙ୍କ ସ୍ତ୍ରୀ କିଛି ଦିନ ପରେ ଗର୍ଭ ବତି ହୋଇଥିଲେ ହେଲେ ସେ ପିଲା ତାଙ୍କ ସ୍ଵାମୀ ଙ୍କ ର ନୁହଁ ବୋଲି ତାଙ୍କ ସ୍ଵାମୀ ପୋଲିସ  ଆଗରେ କହିଛନ୍ତି ଓ ଏହି ସବୁ କୁ ତଦନ୍ତ ଚାଲିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *