ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ନିଜ ବୋଉ ଙ୍କୁ ଦେଖି କରି କାନ୍ଦି ପକାଇବା ସହ ଦେଖନ୍ତୁ କିଭଳି ସେ ବାହାରେ ରହୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ବିବାଦୀୟ ଅବିନେତ୍ରୀ ରାଣୀପଣ୍ଡା ଙ୍କୁ ତ ଭଲ ଭଲଭାବେ ଜାଣିଥିବେ । ତେବେ ସେ କିଭଳି ଭାବେ ଦରଦୀ ମଣିଷ ଟିଏ । କିଭଳି ଭାବେ ଗରିବ ଅସହାୟ ଙ୍କୁ ଦେଖିଲେ ମନ ତରଳି ଯାଏ । ତେବେ ସେହି ରାଣୀପଣ୍ଡା ର ପରିବାର ଲୋକ ମାନେ ମଧ୍ୟ ସେହିପରି । ତେବେ ସେ ତାଙ୍କ ମାଙ୍କୁ ଭାରି ଭଲପାଆନ୍ତି । ତେବେ ତାଙ୍କ ମା ମଧ୍ୟ ତାଙ୍କୁ ଭାରି ଭଲ ପାଆନ୍ତି ।
ତେବେ ରାଣୀ ଦିନ ଯାକ କଣ କରୁଛି ଭଲ ମନ୍ଦ ବୁଝିବା ପାଇଁ ମା ଝିଅ କୁ ଭିଡ଼ିଓ କଲିଂ କରୁଛନ୍ତି । ଏବଂ ଏହି ଭିଡ଼ିଓ କଳିଙ୍ଗ ମାଧ୍ୟମରେ ଝିଅର ଭଲ ମନ୍ଦ କଥା ପଚାରି ବୁଝୁଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯାହାକୁ ରାଣୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଯେ ସେୟାର କରିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।