ବ୍ରାହ୍ମଣ ଝିଅ କୁ ବିବାହ କଲେ ମିଳିବ 3 ଲକ୍ଷ୍ୟ ଟଙ୍କା । ପଢନ୍ତୁ ସମ୍ପୂର୍ଣ ଖବର…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ସରକାର ଙ୍କ ଦ୍ଵାରା ଘୁଷଣା କରାଯାଇଥିବା ଏକ ଦମଦାର ଖବର ଯାହାକି ବ୍ରାହ୍ମଣ ଝିଅ କୁ ବାହା ହେଲେ ମିଳିବ ୩୦୦୦୦୦ଲକ୍ଷ ଟଙ୍କା। ଏ ବିଷୟ ରେ ସମସ୍ତ ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବ୍ରାହ୍ମଣ ମାନଙ୍କ ପାଇଁ ସରକାର ଏକ ବଡ଼ ଘୁଷଣା କରିଛନ୍ତି ଯାହାକି ଗରିବ ବ୍ରାହ୍ମଣ ଙ୍କୁ ବିବାହ କଲେ ମିଳିବ 25000ରୁ 300000 ଟଙ୍କା ।ଏହି ସହାୟତା ଯୋଗେଇଦେବେ କର୍ଣ୍ଣାଟକ ରାଜ୍ୟ ସରକାର। କର୍ଣ୍ଣାଟକ ସରକାର ଙ୍କ ଅଧୀନରେ ଥିବା ବ୍ରାହ୍ମଣ ବିକାଶ ବୋର୍ଡ ରେ ଥିବା ଅରୁନ୍ଧତୀ ଓ ମୈତ୍ରୀ ନାମରେ ଦୁଇ ଟି ଯୋଜନା କାର୍ଯ୍ୟ କରିବାକୁ ଘୁଷଣା କରିଛନ୍ତି ।

 

ଅରୁନ୍ଧତୀ ଯୋଜନା ରେ ପ୍ରତି ବ୍ରାହ୍ମଣ ଝିଅ ର ବିବାହ ପାଇଁ ତାଙ୍କୁ ୨୫୦୦୦ ସହାୟକ ରାଶି ପ୍ରଦାନ କରାଯିବ। ମୈତ୍ରୀ ଯୋଜନା ରେ ଯଦି ଜଣେ ଯୁବତୀ ମନ୍ଦିର ପୂଜାରୀ କିମ୍ବା ପୁରହିତ୍ ଙ୍କୁ ବିବାହ କରିବେ ତାଙ୍କୁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଏଥି ପାଇଁ ବୋର୍ଡ ର କିଛି ସର୍ତ୍ତ ରହିଛି ଯାହାକି ବିବାହ ପରେ ବୋର୍ଡ ର ୱେବସାଇଟ ରେ ପ୍ରଥମେ ସମସ୍ତ ବିବରଣୀ ସହ ରେଜିଷ୍ଟର କରିବାକୁ ପଡ଼ିବ ଏବଂ ୫ ବର୍ଷ ପରେ ଏହି ଆର୍ଥିକ ସହାୟତା ମିଳିବ ।

 

ସରକାର ଙ୍କ କହିବା କଥା ରାଜ୍ୟ ରେ ଅନେକ ବ୍ରାହ୍ମଣ ବହୁ ଦୟନୀୟ ଅବସ୍ଥା ରେ ଚଲୁଚନ୍ତି ଏହି ଆର୍ଥିକ ସହାୟତା ଦବା ଦ୍ଵାରା ସେମାନେ ନିଜେ ନିଜେ ଛୁତ ଛୁଟା ବେପାର କରି ସବାଲମ୍ବି ହୋଇପାରିବେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *