ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମ ପୋର୍ଟାଲ ଏମିତି ଏକ ଦମଦାର ଖବର ନେଉ ଆସୁଚି ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହଇ କହିବେ କଣ ଏ ସମ୍ପର୍କ ଛାତ୍ର ଆଉ ଶିକ୍ଷକ ମଧ୍ୟରେ ! ପୁରା ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ବନ୍ଧୁଗଣ ଆଜିର ଏଇ ସମାଜ ଏତେ ତଳକୁ ଖସିଗଲାଣି ଯେ ସମ୍ପର୍କ ର ମାନେ କିଛି ନାହିଁ । ଆଜିର ଯୋଗରେ ଲୋକେ ସମ୍ପର୍କ ର ମାନେ ବୁଜନ୍ତି ନାହିଁ ସବୁ ସମ୍ପର୍କରେ ପାପ ଭାରି ରହିଛି । ଆଗରୁ ଶିକ୍ଷକ ଆଉ ଛାତ୍ର ସମ୍ପର୍କ କେତେ ପବିତ୍ର ସମ୍ପର୍କ ଥିଲା କିନ୍ତୁ ଆଜିର ଯୋଗରେ ଏହି ସମ୍ପର୍କ ରେ ପୁରା ପାପ ଭାରି ରହିଛି । ଆମେ କହିବା ର ଅର୍ଥ ଆମ ଓଡ଼ିଶା ରେ ଘଟିଥିବା ସେମିତି କିଛି ପାପ ସମ୍ପର୍କ ବିଷୟ ରେ କହିବୁ ।
ବନ୍ଧୁଗଣ ଆମ ଓଡ଼ିଶା ରେ ଏମିତି ଏକ ଘଟଣା ଘଟିଛି ଯାହାକି ଆମକୁ କହିବାକୁ ଖରାପ୍ ଲାଗିଲେ ବେ ଆମେ ଏଥିରେ ବର୍ଣ୍ଣନା କରୁଚୁ । ବନ୍ଧୁଗଣ ଓଡ଼ିଶା ରେ ଏକ କଲେଜ ର ପ୍ରିନ୍ସ ପାଲ୍ ଯେକି ତ ନିଜ କଲେଜ ର ଛାତ୍ରୀ ସାଙ୍ଗରେ ଖରାପ୍ ସମ୍ପର୍କ ରଖି ତାକୁ ବାର ଫୋନ୍ କରେ ଏବଂ ଖରାପ୍ କଥା କୁହେ । ତାହା ସହ ରଖିଥିବା ସେକ୍ସ ସମ୍ପର୍କ ବିଷୟ ରେ କୁହେ । ଏବଂ ଛାତ୍ରୀ ର ପରୀକ୍ଷା ଚାଲୁଥିବା ସମୟ ରେ ତାକୁ ଫୋନ କରି ତାକୁ ତା ପାଖକୁ ଯିବା ପାଇଁ କହେ ଏବଂ ତାହା ସହ ଏମିତି କଥା ହୁଏ ଯାହା ଆମେ କହିବା ଖରାପ୍ ହେବେ । ଆପଣ ଏହି ଭିଡିଓ ମାଧ୍ୟମ ରେ ସେ ରେକର୍ଡିଂ ଶୁଣି ପାରିବେ ।
ବନ୍ଧୁଗଣ ଆମେ ଏ ସଂପର୍କ କୁ କଣ କହିବ ଆପଣ ଙ୍କ ମତା ମତ । ଏଭଳି ଶିକ୍ଷକ ଏବଂ ଛାତ୍ରୀ ଆମ ସମାଜ ପାଇଁ କଳଙ୍କ । ଏମାନଙ୍କୁ କେବେ କ୍ଷମା କରିବା କଥା ନୁହଁ ଏଭଳି ଶିକ୍ଷକ କୁ ଛାତ୍ର ଆଉ ଛାତ୍ରୀ ଙ୍କ ଦ୍ଵାରା ଉତ୍ତମ ମଧ୍ୟମ ହେବା ଦରକାର ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।