ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଭଗବାନ ଙ୍କ କୃପା ମିଳିବା ପୂର୍ବରୁ ଦେଇଥିବା ୪ ଟି ସଂକେତ ବିଷୟରେ । ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ଜାଣିଛନ୍ତି ଭଗବାନ ଏବଂ ପ୍ରକୃତି ପରସ୍ପର ସହ ଜଡିତ । ସେଥିପାଇଁ ଭଗବାନ ଙ୍କ ଆଶ୍ରିବାଦ ମିଳିବା ପୂର୍ବରୁ ଆପଣଙ୍କୁ ପ୍ରକୃତି ସୂଚନା ଦେଇଥାଏ । ସେହିଭଳି ଆପଣ ଙ୍କୁ ବି ପ୍ରକୃତି ଆଡୁ ସମସ୍ତ ସାହାଯ୍ୟ ସହଯୋଗ ମଧ୍ୟ ମିଳିବ । ତେବେ ଆପଣଙ୍କୁ ପ୍ରକୃତି ର କିଛି ଏଭଳି ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଜାଣି ପାରିବେ ।
(୧)କୌଣସି କାର୍ଯ୍ୟ ରେ ବାହାରିଲା ବେଳେ ଗାଈ ଖାଦ୍ୟ ଖାଉଥିବାର ଦେଖିବା ଅର୍ଥ ସେହି କାର୍ଯ୍ୟ ଟି ନିଶ୍ଚିତ ସମ୍ପୂର୍ଣ ହେବ ।
(୨)କୌଣସି ବିନା କାରଣ ବସତହ କ୍ଷୀର ,କିମ୍ବା ମିଷ୍ଠାନ ମିଳବା ଭାଗ୍ୟ ଖୋଲିବାର ସଂକେତ ଦେଇଥାଏ ।
(୩) ଘରେ ସବୁବେଳେ ମନ ପ୍ରଫୁଲିତ ରହିବା ଭଗବାନ ଚିନ୍ତନ କରିବା ,ଆପଣଙ୍କୁ ସବୁବେଳେ ଖୁସି ରହିବା ଆପଣଙ୍କ ଶୁଭ ସଙ୍କେତ ହେବାର ପୂର୍ବ ସୂଚନା ଅଟେ ।
(୪)କୌଣସି କାରଣରୁ ଆପଣଙ୍କ ନିଦ ବ୍ରହ୍ମ ମହୁର୍ତ୍ତ ରୁ ଭାଙ୍ଗି ଯାଉଛି ତେବେ ଆପଣ ଜାଣିବେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।