ଭଡାରେ ସ୍ତ୍ରୀ ନିଅନ୍ତୁ , ମାତ୍ର ୫୦୦ ରେ ମୁଣ୍ଡ ପିଟା ପିଟି ଝିଅ ନେବା ପାଇଁ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ଏକ ସ୍ଥାନ ବିଷୟରେ ଯେଉଁଠାରେ  ସ୍ତ୍ରୀ ମାନଙ୍କୁ ଆପଣ ମାତ୍ର ୫୦୦ ଟଙ୍କା ରେ କିଣି ଘରକୁ ଆଣି ପାରିବେ  ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ହଁ ଏହି କଥା ଟି ବିଶ୍ୱାସ ହେଉ ନଥିଲେ ବି ସତ୍ୟ । ତେବେ ଏହି ଘଟଣା ଟି ଆମ୍ଭ ଭାରତ ରେ ହିଁ ହୋଇଥାଏ । ତେବେ ଏହି ସ୍ଥାନ ହେଉଛି ମଧପ୍ରଦେଶ ର ସିଭିପୁର ଅଞ୍ଚଳରେ ଏହି ପ୍ରଥା ଦେଖା ଦେଇ ଥାଏ । ତେବେ ଏହି ଅଞ୍ଚଳରେ ବୋହୁ ପରିମାଣ ରେ ଝିଅ ଦେଖା ଦେଇଥାନ୍ତି । କାରଣ ଯେଉଁ ଝିଅ ମାନଙ୍କୁ ଘରୁ କିମ୍ବା ବାହାରୁ ଆସିଥାନ୍ତି ସେମନଙ୍କୁ ଏହି ସ୍ଥାନ ରେ ସାହାରା ମିଳିଥାଏ । 

 

ତେବେ ଏହି ପ୍ରଥାକୁ ଧଡାକ  ପ୍ରଥା କୁହାଯାଏ । ଯେଉଁଥିରେ ଆପଣ ପ୍ରତିଦିନ ହିସାବ ରେ ୧୦୦ – ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଝିଅ କିଣି ନିଜ ଘରକୁ ଆଣି ପାରିବେ । ତେବେ ଏହି ସ୍ଥାନ ରେ ମୁଖ୍ୟ ବୃଧ ମାନଙ୍କ ପାଖକୁ ଯାଇ ଆପଣ ନିଜ ପସନ୍ଦ ଅନୁସାରେ ଝିଅ ବାଛି କରି ଆଣି ପାରିବେ । ତେବେ ଏହା ଘରେ ସ୍ତ୍ରୀ ଯାହା କାର୍ଯ୍ୟ କରିଥାଏ ଏମାନେ ସମସ୍ତ କାର୍ଯ୍ୟ କରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *