ଭଦ୍ରକ ଅଙ୍ଗନ ବାଡ଼ି ଦିଦି ଭିଡ଼ିଓ ଏବେ ଭୟଙ୍କର ଭାଇରଲ । ଥରେ ଦେଖିଲେ ଆପଣ ବି….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଏହି ଅଙ୍ଗନ ବାଡ଼ି ଦିଦିଙ୍କ ଭିଡ଼ିଓ ବିଷୟରେ ।

ଭଦ୍ରକ ଏହି ଅଙ୍ଗନ ବାଡ଼ି ଦିଦି ଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ । ଆମେ ଏହି ଭିଡ଼ିଓ ଆପଣଙ୍କ ପାଖକୁ ନେଇ ଆସିଛୁ । ଆପଣମାନେ ଜାଣିଥିବେ ଅଙ୍ଗନ ବାଡ଼ି ଦିଦି ମାନେ ପାଠ ପଢେଇବା କଥା ପିଲା ପ୍ରଥମେ ଅଙ୍ଗନବାଡି ରେ ପାଠ ପଡ଼ିଥାଏ । ଯଦି ଅଙ୍ଗନ ବାଡ଼ିରେ ତାଙ୍କୁ ଠିକ ଶିକ୍ଷା ଦିଆଯାଏ ସେମାନେ ଙ୍କ ଭବିଷ୍ୟତ ଉଜଳ ହୋଇଥାଏ ଓ ସେମାନେ ପାଠ ପଢା ର ଲାଇନ ଠିକ ଧରି ଥାନ୍ତି …

ଆମେ ଆଜି କହୁଛୁ ଏହି ଅଙ୍ଗନ ବାଡ଼ି ଦିଦି ଭିଡ଼ିଓ ସମ୍ପର୍କ ରେ । ଏହି ଅଙ୍ଗନ ବାଡ଼ି ଦିଦି ଜଣଙ୍କ ହେଉଛନ୍ତି ଭଦ୍ରକ ର ଏହି ଦିଦି ଙ୍କ ଭିଡ଼ିଓ ଭାଇରଲ ହେବାର କାରଣ ତାଙ୍କ ନିଆରା ଶୈଳୀ ପାଠ ପଢେଇବା । ଗୀତ ମାଧ୍ୟମରେ ସେ କେମିତି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଟିକେ ଦେଖନ୍ତୁ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *