ଭାଇରଲ ଖବର : ପ୍ରେମିକା ଢାଳିଲା ପେଟ୍ରୋଲ ଜେଜେ ମାରିଲା ଡ଼ିଆସିଲ । ପୁରା ଘଟଣା ପଢିଲେ ମୁଣ୍ଡ କାମ କରିବନି….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆଜି ଆମେ ଆପଣକୁ ଏମିତି ଏକ ଦମଦାର ଖବର କହିବାକୁ ଯାଉଛୁ ଯାହା ଆପଣ ଜାଣିଲେ କହିବେ ଏମିତି କରିବା କଣ ଆବଶ୍ୟକ । ଯାହାକି ପ୍ରେମ ରେ ଅସଫଳ ହେଇ ଏମିତି କିଛି ଭୁଲ ପଦେଖେପ ନେଇଛି ପୁରା ଘଟଣା ବିଷୟ ରେ ଜାଣିବା ପାଇଁ ଆମ ଖବର କୁ ପଢନ୍ତୁ ।

 

ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମ ର ବିପିନ୍ ସାହୁ ନାମକ ଜଣେ ମାର୍ବଲ ମିସ୍ତ୍ରୀ ତାର ପ୍ରେମିକା ର ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଭଟନା ବାଲି ଚନ୍ଦ୍ର ପୁରା ପ୍ରେମିକା ଘର ସାମ୍ନା ରେ ପେଟ୍ରୋଲ ରେ ପୋଡ଼ି ହଇ ଗୁରୁତର ଅବସ୍ଥା ରେ ନାଉଗାଁ ଡାକ୍ତର ଖାନା ଭର୍ତି କାରା ଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

 

ସେପଟେ ଯୁବକ ଜନକ ପ୍ରେମ ରେ ଅସଫଳ ହେଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରୁଥିଲା ବୁଲି ସ୍ଥାନୀୟ ଲୋକ କହୁଥିବା ବେଳେ ଯୁବକ ର ପ୍ରେମିକା ପେଟ୍ରୋଲ ଢାଳିବା ଦ୍ଵାରା ତ ଜେଜେ ଦିଆସିଲ୍ ଜାଳି ଯୁବକ କୁ ନିଆ ଲଗେଇ ଥିଲେ ବୋଲି ଗୁରୁତର ଯୁବକ ନାଉଗାଁ ଡାକ୍ତରଖାନା ରେ ଡାକ୍ତର ଙ୍କ ସାମ୍ନା ରେ ବୟାନ ଦେଇଛନ୍ତି ।

 

ସୂଚନା ଯୋଗ୍ୟ ଯେ ନିଆ ରେ ପୁଡି ହେଇଥିବା ଯୁବକ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମ ର ବିପିନ୍ ସାହୁ ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଗଙ୍ଗଦା ହାତର କୁଳମଣି ପୁହାଣ ଙ୍କ ଘରେ ଦୀର୍ଘ ଦିନ ଧରି ଭଡ଼ା ରେ ରହି ଆସୁଥିଲେ ଏବଂ ସେଠାରେ କାମ କରିବା ଭିତରେ ନିକଷ୍ଟତ ଗ୍ରାମ ଭତନା ବାଲି ଚନ୍ଦ୍ର ପୂର୍ ଗ୍ରାମ ର ଏକ ଯୁବତୀ କୁ ଭଲ ପାଇ ବସିଥିଲେ । କିନ୍ତୁ ସାଧାରଣ ରେ ଆଲୋଚନା ଜୋର୍ ଧରିଛି ବିପିନ୍ ଏକତରଫା ଭଲ ପାଉଥିଲ୍ କୁ ପ୍ରେମିକ ,ପ୍ରେମିକା ଭିତରେ କିଛି ଝଗଡ଼ା ହେଇଥିଲା ସେଥି ପାଇଁ ଏମିତି ଅଘଟଣ ଘଟିଲା । ତେବେ ପୋଲିସ ଦ୍ବାରା ଆଉ ଯାଞ୍ଚ୍ କଲେ ସମସ୍ତ ତଥ୍ୟ ସାମ୍ନା କୁ ଆସିବା ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *