ଭାଇରଲ ହେଲା ପୁରୀ ହୋଟେଲ ର ଅଭଦ୍ର ଗାଳି ର ଆଉ ଏକ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାଇରାଲ ହେଲା ହୋଟେଲ ରୁମ ରେ ମଦ୍ୟପାନ କରି ଖରାପ ଭାଷା କହୁଥିବା ଝିଅ ର ଭିଡ଼ିଓ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଯାଉଛି ଯେ ବର୍ତ୍ତମାନ ସମୟରେ ଯୁବ ପିଢ଼ି ମାନେ ପାଠ ଅପେକ୍ଷା ମଦ ମାଂସ ଝିଅ ଆଦି ସବୁ ସୌଖୀନ କାର୍ଯ୍ୟ କରିବା ପାଇଁ ପସନ୍ଦ କରୁଛନ୍ତି । ସେଥିପାଇଁ ତ ଏହି ଅଭଦ୍ର ପିଲା ମାନେ କେବଳ ପାଠ ପଢିବା ବାହାନା କରି ଘରୁ ଚାଲି ଆସୁଛନ୍ତି କିନ୍ତୁ ଯେକୌଣସି ଝିଅ ସହ ମଦ ପିଇ ଦିନ ଉପଭୋଗ କରୁଛନ୍ତି । କିଛିଦିନ ତଳେ ଆପଣ ମାନେ ମହାନଦୀ କୂଳରେ ବସି କିଛି ଯୁବକ ଯୁବତୀ ମଦ ପିଉଥିବାର ଜାଣିଥିଲେ । 

 

ତେବେ ବର୍ତ୍ତମାନ ହୋଟେଲ ରୁମ ରେ ସାଙ୍ଗ ମାନଙ୍କ ସହ ଦୁଇ ଜଣ ଯୁବତୀ ତିନି ଜଣ ଯୁବକ ମଦ ପିଇବା ସହିତ ଖରାପ ଭାଷା ରେ ପରସ୍ପର ସହିତ କଥା ହେଉଛନ୍ତି । ଯେଉଁଥିରେ ଜଣେ ପୁରୀ ର ଝିଅ ନିଜ ହୋସ ରେ ନଥିବା ବେଳେ ସେ ଯାହା କହୁଛି ତାହା ପାଟିରେ ଧରି ହେବ ନାହିଁ । ତେବେ ଏଥିରୁ ଏହା ଜଣା ପଡୁଛି ଆଜିର ଅଧିକାଂଶ ଯୁବପିଢି ଙ୍କ ଗତି ତଳସ୍ତ୍ରର  । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *