ଭାଇରଲ ହେଲା ସେକ୍ସ ରାକେଟ ଝିଅ ମାନେ କେମିତି ପୁଅ ମାନଙ୍କୁ କହୁଛନ୍ତି ଆମ ସହ ସେକ୍ସ କର । ଶୁଣ ଏହି କଲ ରେକର୍ଡ ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ଆପଣ ଜାଣିଛନ୍ତି ଆଜିକା ସମୟରେ ଇଣ୍ଟର୍ନେଟ୍ ର ଚାହିଦା ଦିନ କୁ ଦିନ ବଢି ଚାଲିଛି ତା ସହ ଅନଲାଇନ କାରବାର ବି । କିନ୍ତୁ ଆଜି ଆପଣ ଙ୍କୁ ଅନଲାଇନ କାରବାର ବିଷୟ ରେ ଏମିତି କଥା କହିବି ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହଉଜିବେ ।ଆସନ୍ତୁ ଜାଣିବା କଥା ଟି କଣ ।

 

ବନ୍ଧୁଗଣ ଆପଣ ଜାଣିଛନ୍ତି ଆଜିକା ସମୟ ରେ ଯୁବ ଗୋଷ୍ଟି ପାଖରୁ ଆରମ୍ଭ କରି ବୁଢା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେକ୍ସ ପାଇଁ ପାଗଳ ଏବଂ ସେଇଥି ପାଇଁ ବିଭିନ୍ନ ଜାଗାରେ ବିଭିନ୍ନ ସମୟ ରେ ସେକ୍ସ ରକେଟ୍ ର ଠାବ କାରା ଯାଉଚି । ଏଇ ସବୁ କାମ ପାଇଁ ବହୁତ୍ ଜାଗାରେ ମଧ୍ୟ ବେଶିୟାଳୟ ଅଛି । ଏଇ ବେଶୀୟଲୟ କିଛି ଲୋକ ବେଶ୍ୟ ବୃତ୍ତି କରି ପେଟ ପୁସନ୍ତି କିନ୍ତୁ କରୁନା ପାଇଁ ସରକାର ଙ୍କ ର ବିଭାନ୍ୟ ସର୍ତ୍ତାବଳୀ ଥିଲା । ସେ ସବୁ ର ନିୟମ ପାଇଁ ଆଜି ସମୟ ରେ ବେଶୀୟା ବୃତ୍ତି ବନ୍ଦ ହେଇ ଯାଇଛି । କିନ୍ତୁ ଆପଣ ଜାଣି ଆଶଚର୍ଯ୍ୟ ହେବେ ଏବେ କା ସମୟ ରେ ଅନଲାଇନ ରେ ସେକ୍ସ କାରବାର ବହୁତ୍ ମାତ୍ରା ରେ ବଢି ଚାଲୁଛି।

 

ଆଜିକା ସମୟ ରେ ଏହା ଆମ ରାଜଧାନୀ ଭୁବନେଶ୍ବର ରେ ଏମିତି କାରବାର ବହୁତ୍ ମାତ୍ରା ରେ ଚାଲିଛି । ଏଇ ସେକ୍ସ କାରବାର କରୁଥିବା ଲୋକ ମାନେ ୱେବ୍ ସାଇଟ୍ ମାଧ୍ୟମ ରେ ଏ କାମ ସବୁ କରୁଛନ୍ତି । ଆପଣ ସେ ସାଇଟ୍ କୁ ଭିଜିଟ୍ କଲେ ଆପଣ ଙ୍କୁ ଅଡିଓ କଲ୍ ଆସିଯାଇଛି ଏବଂ ପଚରା ଯାଉଛି ଅଡିଓ ସେକ୍ସ କଲ୍ କରିବେକି ଯଦି ନା ତେବେ ଭିଡ଼ ଓ ସେକ୍ସ କଲ କରିବେକି ଆଫର୍ ଆସୁଚି । ଯଦି ଗ୍ରାହକ ରାଜି ହେଲା ପ୍ରଥମେ ଅନଲାଇନ ରେ ଫୋନ୍ ପେ କିମ୍ବା ଗୋଗୋଲ୍ ପେ ରେ ପେମେଣ୍ଟ୍ କରିବାକୁ ପଡ଼ିବ । ଏଥି ପାଇଁ ଆପଣ ସାବଧାନ ହେଇଯାଆନ୍ତି ଯେମିତି କି ଆପଣ ଏମିତି ଠକାମୀ ନ ପଡନ୍ତି ।

 

ଆପଣଙ୍କୁ କଲ କରିବେ । ଏହା ପରେ ଆପଣ ଙ୍କୁ nightangelfriendship.com ସାଇଟ୍ କୁ ଯିବାକୁ କହିବେ ଏବଂ ଏହା ମଧ୍ୟ ରେ ଥିବା ବିଭିନ୍ନ ଆଫର ବଛି ବାକୁ କହିବେ । ଏହା ଏକ ବଡ଼ ଠକାମୀ ଏହି ସବୁରୁ ଦୂରେଇ ରହିବାକୁ ପଡିବ  । ଶୁଣନ୍ତୁ ଏହି କଲ

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *