ଭାଇରାଲ ହେଲା ଆଲବମ କୁଇନ ଲିପିଲ ଙ୍କ ବହାଘର RECEPTION ର ଫଟୋ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାଇରାଲ ହୋଇଥିବା ରୂପମ ଏବଂ ତାରିଣୀ ଙ୍କ ବାହାଘର reception ଫୋଟୋ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଗତ କାଲି ଲିପି ଏବଂ ରୂପମ ଙ୍କ ର କିଛି ଫଟୋ ସୋସିଆଲ ମଡିଆ ରେ ଭାଇରାଲ ହୋଇଥିଲା । ଯାହାକି ରୂପମ ଏବଂ ତାରିଣୀ ମାନେ ଲିପି ଙ୍କ ର ବିବାହ Reception ର ଥିଲା ତେବେ ଏହି ଭାଇରାଲ ଫୋଟୋ ଟି ସେ ଆକ୍ଟିଙ୍ଗ କରୁଥିବା ଶୁଟିଂ ସେଟ ର ଅଟେ । ତେବେ ଯାହାକି ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଥିଲେ ।

 

ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ଅନୁସାରେ ଏହା ଶୁଟିଂ ସେଟ ର କିଛି ଫଟୋ ଥିଲା । ଯାହାକି ତାଙ୍କର ରୂପମ ସହିତ ପୁନର୍ବାର ବିଭାଘର ଉପରେ ରଚିତ । ସେଥିପାଇଁ ସେ ଏଭଳି ଫୋଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *