ଭାଇରାଲ ହେଲା ଓଡ଼ିଆ ଯୁବକ ଙ୍କ ଭିଡ଼ିଓ । ଖୋଲିଲେ ସରକାର ଙ୍କ ଅସଲ ମୁଖା । କରୋନା କହି କରାଗଲା ଏପରି ଭୟାନକ କାର୍ଯ୍ୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାଇରାଲ ହୋଇଥିବା ଯୁବକ ଙ୍କ ଭିଡ଼ିଓ ସମ୍ପର୍କରେ ଯେଉଁଥିରେ ଏହି ଯୁବକ ଜଣକ ଖୋଲିଛନ୍ତି ସରକାର ଙ୍କ ଅସଲ ମୁଖ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ସମୟରେ କିଛି ଲୋକ ସବୁବେଳେ ସରକାର ସମସ୍ତ କାର୍ଯ୍ୟ ଗୁଡିକୁ ସବୁବେଳେ ମିଥ୍ୟା ପ୍ରମାଣିତ କରିବାରେ ବ୍ୟସ୍ତ । ତେବେ ସରକାର ଙ୍କ ସମସ୍ତ କାର୍ଯ୍ୟ ଯେତେ ଲୋକ ଙ୍କ ପାଇଁ ହୋଇଥାଉ ନା କାହିଁକି ଲୋକ ମାନେ ଏହାକୁ ସବୁବେଳେ ମିଛ ଭୁଲ ପ୍ରମାଣିତ କରିବାରେ ବ୍ୟସ୍ତ । ତେବେ ସରକାର ଙ୍କ କରୋନା ସମୟରେ ଲୋକ ମାନଙ୍କ ପାଇଁ କେତେ ସୁବିଧା ସୁଯୋଗ କରିଲେ । 

 

ତଥାପି ଏ ଭଦ୍ର ସମାଜ ରେ ରହୁଥିବା ଅଭଦ୍ର ଲୋକ ମାନେ ଏହାକୁ ସବୁବେଳେ ଖରାପ ପ୍ରମାଣିତ କରିବାରେ ବ୍ୟସ୍ତ । ତେବେ ସେହିଭଳି ଜଣେ ଯୁବକ ସରକାର ଙ୍କ ଦ୍ଵାରା ମାଗଣା ରେ କରୋନା ଟେଷ୍ଟ  କଲେ । ଏହା ପରେ ସେ ପିଜେଟିଭ ଆସିବା ପରେ ସରକାର ଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ନିନ୍ଦିବାରେ ବ୍ୟସ୍ତ । ତେବେ ଏଭଳି ଖଳ ମାନସିକତା ରଖିଥିବା ବ୍ୟକ୍ତି ଙ୍କୁ ଅଭଦ୍ର କହିବା ସଙ୍ଗେ ସମାନ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *