ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଓଡ଼ିଆ ଗୀତିକାର ଦୀପ୍ତିରେଖା ଙ୍କ ଭାଇରାଲ ହୋଇଥିବା ଭିଡ଼ିଓ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଓଲିଉଡ ରେ ଲୋକ ପ୍ରିୟ ଗାୟିକା ଦିପ୍ତିରେଖା ପାଢୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ଏବଂ ତାଙ୍କର ଗୀତ ଗୁଡିକ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବ ଶହେ ରୁ ଅଧିକ ଓଡିଆ ଫିଲ୍ମ ଏବଂ ଆଲବମ୍ ରେ ସେ ଗୀତ ଗାଇ ସାରିଛନ୍ତି । ତେବେ ଡିସେମ୍ବର 11 ତାରିଖ ରେ ଦିପ୍ତିରେଖା ସମ୍ୟରଂଞନ ଙ୍କୁ ବିବାହ କରିଛନ୍ତି ସୌମ୍ୟ ରଞନ ଖୋର୍ଦ୍ଦା ର ଜଣେ ବଡ ବିଜନେସ୍ ମ୍ୟାନ୍ ଅଟନ୍ତି ସୌମ୍ୟରଞନ ଙ୍କୁ ଦିପ୍ତି ପସନ୍ଦ କରୁ ଥିଲେ ସୌମ୍ୟରଞନ ଏବଂ ତାଙ୍କର ବହୁତ ଦିନ ହେବ ଲଭ୍ ଚାଲିଥିଲା ବୋଲି ଜଣା ପଡିଥିଲା ।
ତେବେ ବର୍ତ୍ତମାନ ଦୀପ୍ତି ନିଜର ଶଶୁର ଘରେ ଅଛନ୍ତି । ତେବେ ସେଠାରେ ସେ କିଭଳି ରହୁଛନ୍ତି ସେ ବିଷୟରେ ଆପଣଙ୍କ ଜାଣିବାକୁ ଭାରି ଇଚ୍ଛା ଥିବ । ତେବେ ସେ ବର୍ତମାନ ସମୟ ରେ ନିଜ ଶାଶୁଘରେ ବହୁତ ଖୁସୀ ରେ ରହୁ ଛନ୍ତି । ଏବଂ ସେହିଠାରୁ ହିଁ ସେ ନିଜର ସଂଙ୍ଗୀତ କେରିଅର କୁ ଆଗକୁ ବଢେଇବେ ବୋଲି ତାଙ୍କ ସ୍ୱାମୀ ସୌମ୍ୟ ରଞ୍ଜନ କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।