ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଉତ୍ତମ ମାହାନ୍ତି ବାବୁସାନ ମହାନ୍ତି ଏବଂ ଅପରାଜିତା ଙ୍କ ଭାଇରାଲ ହୋଇଥିବା ଭିଡ଼ିଓ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଜାଣିଛନ୍ତି ଗତ କିଛି ଦିନ ହେଲା ଅପରାଜିତା ଙ୍କ ଜନ୍ମ ଦିନ ଯାଇଥିଲା । ଯେଉଁଥିରେ ବାବୁସାନ ନିଜ ମାମା ଙ୍କୁ ସରପ୍ରାଇଜ ଦେବା ସହ କେଉଁ ଭଳି ଭାବେ ତାଙ୍କ ସହ କବାଡି ଖେଳି ତାଙ୍କ ଜନ୍ମ ଦିନ କୁ ଉପଭୋଗ କରିଥିଲେ । ଯେଉଁଥିରେ ବାବୁସାନ ନିଜ ମା ଙ୍କ ସହିଟ କବାଡି ଖେଳି କେକ କାଟି ସେଲିବ୍ରେସନ କରିଥିଲେ । ସେ ବିଷୟରେ ତ ଆପଣ ମାନଙ୍କୁ ଜଣାଥିବ ।
ତେବେ ବର୍ତ୍ତମାନ କିଛିଦିନ ହେବ ବାବୁସାନ ଏବଂ ଉତ୍ତମ ମହାନ୍ତି ଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଵାପ ପୁଅ ଦୁଇ ଜଣ ରୋଷେଇ କରୁଥିବାର ଦେଖିବାକୁ ପାଇବେ । ତେବେ ବାପ ପୁଅ ଦୁହେଁ ଅପରାଜିତା ଙ୍କ ପାଇଁ ରୋଷେଇ କରୁଥିବାର ଜଣାପଡିଛି । ତେବେ ଯାହାକୁ ବାବୁସାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ବାପ ପୁଅ ଙ୍କ ଏହି କାରନାମା କୁ ଶୁଟିଂ କରି ଛାଡିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।