ଭାଇରାଲ ହେଲା ରାଣୀପଣ୍ଡା ଙ୍କ ଭିଡ଼ିଓ । ଲାଇଭ ଆସି କରିଲେ କାଳୀ ତାଣ୍ଡଵ । ଯାତ୍ରା ଜଗତର ଲାଗିଲା ନିଆଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଲାଇଭ ଆସି ସେହି ଯାତ୍ରା ଜଗତର କିଛି ଲୋକଙ୍କ ଉପରେ ରହିଛନ୍ତି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । 

 

ତେବେ ରାଣୀ ପଣ୍ଡା ଙ୍କ ଏହି ଭଲ କାର୍ଯ୍ୟ ତଥା ଏହି ମିଡ଼ିଆ ରେ ଏତେ ହାଇଲାଇଟ ହେବା କିଛି ଲୋକ ମାନଙ୍କ ଦେହ ରେ ଯାଉନି । ସେଥିପାଇଁ ତ ବୋହୁ ଲୋକ ସେ ଯେତେବେଳେ ଅନଲାଇନ ରେ ଲାଇଭ ଆସିଥିଲେ ସେତେବେଳେ ତାଙ୍କୁ ରାଣ୍ଡି, ବେଶ୍ୟା ,ବେଧେଇ ଏବଂ ଧନ୍ଦା ବାଲି କହିବାକୁ ମଧ୍ୟ ପଛାଇ ନଥିଲେ । 

 

ଏହା ପରେ ବର୍ତ୍ତମାନ ଯାତ୍ରା ଜଗତର କିଛି କଳାକାର ମାନେ ତାଙ୍କ ବିରୁଦ୍ଧରେ  ଯାତ୍ରା ଜଗତର ମୁଖ୍ୟ ଙ୍କୁ କୌଣସି ଯାତ୍ରା ଜଗତ ର ଷ୍ଟେଜ କୁ ନ ଡାକିବା ପାଇଁ ଏକ ପତ୍ର ଲେଖିଛନ୍ତି । ଏହାକୁ ନେଇ ରାଣୀପଣ୍ଡା ଉକ୍ତ ଲୋକ ର ନାମ ନ ନେଇ ତାଙ୍କୁ ବହେ ସୋଧିଛନ୍ତି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *