ଭାଇରାଲ ହେଲା ଆଦି ଭକ୍ତି ଙ୍କ ଵାହାଘର ଫୋଟୋ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାଇରାଲ ହୋଇଥିବା ଆଦି ଭକ୍ତି ଙ୍କ ବାହାଘର ର ଫୋଟୋ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ‘ଜୀବନ ବିନ୍ଦୁ’ ଧାରାବାହିକ ବିଷୟରେ ଜାଣିଥିବେ । ତେବେ ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଭକ୍ତି ଏବଂ ଆଦି ଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ତେବେ ଆଦି ଭକ୍ତି ଙ୍କ ବର୍ତ୍ତମାନ କିଛି ଫୋଟୋ କ୍ଲିପ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫୋଟୋ ରେ ଆପଣ ମାନେ ଦୁହିଁ ଜଣ ପରସ୍ପର କୁ ବିବାହ କରୁଥିବାର ଫୋଟୋ ଦେଖିବାକୁ ପାଇବେ । 

 

ତେବେ ଏହି ଫୋଟୋ ଟି ଭକ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ତେବେ ଏହି ଫୋଟୋ ଟି ଆଦି ଏବଂ ଭକ୍ତି ଙ୍କ ର ଶୁଟିଂ ସେଟ ରେ ହୋଇଥିବା ବିବାହ ର ଫୋଟୋ ଗୁଡିକ ଅଟେ । ଯାହାକୁ ନେଇ ଫ୍ୟାନ ମାନେ ଦୁହିଁ ଜଣକ ବିବାହ ହୋଇଥିବାର କହି ଚର୍ଚା କରିଥିଲେ । ତେବେ ଏହି ଫୋଟୋ ଗୁଡିକ ବର୍ତ୍ତମାନ ସମୟରେ ଫ୍ୟାନ ମାନଙ୍କ ଦ୍ୱାରା ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *