ଭାଇରାଲ ହେଲା ଶିକ୍ଷକ ଙ୍କ ଏଭଳି କାଣ୍ଡ ପାଠ ପଢାଇବା ନାଁ ରେ କରୁଥିଲେ ଏଭଳି କାର୍ଯ୍ୟ ।  ଦେଖ ଭାଇରଲ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାଇରାଲ ହୋଇଥିବା ଶିକ୍ଷକ ଙ୍କ ଏହି ଭିଡ଼ିଓ ସମ୍ପର୍କରେ ଯାହା ଦ୍ୱାରା ସେ ଆଜି ଏକ ଉଚ୍ଚ ସ୍ଥାନରେ  ପହଞ୍ଚି ପାରିଛନ୍ତି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ  ଗୁରୁ ଯିଏ ଅନ୍ଧାର ରୁ ଆଲୋକ କୁ ରାତ୍ର ରୁ ଦିବା କୁ ସ୍ୱପ୍ନ ରୁ ବାସ୍ତବତା ର ସ୍ୱପ୍ନ ଦେଖାଇ ଥାଆନ୍ତି । ତେବେ ଶିକ୍ଷକ ର ଅର୍ଥ ନିଜ ପାଖ ରେ ଥିବା ଜ୍ଞାନ ରୂପକ ଭଣ୍ଡାର କୁ ନିଜ ଛାତ୍ର ଛାତ୍ରୀ ମାନଙ୍କ ସାମ୍ନା ରେ ଅଜାଡ଼ି ଦେବା । ତେବେ କେତେକ ହୀନ ମନବୃତି ର ଶିକ୍ଷକ ମାନେ ନିଜର ହୀନ ମାନସିକତା ପାଇଁ ସବୁବେଳେ ଅପଦସ୍ତ ହୋଇଥିବା ବେଳେ । 

 

ଏମିତି କିଛି ଶିକ୍ଷକ ନିଜର ଶିକ୍ଷାଦାନ ପାଇଁ ସଦା ସର୍ବଦା ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ବର୍ତ୍ତମାନ ଏକ ଭଡ଼ିଓ ଇଣ୍ଟରନେଟ ରେ ଘୁରି ବୁଲୁଛି । ତେବେ ଏହି ଭିଡ଼ିଓ ଅନୁସାରେ ଓଡିଶା ର ଏକ ଆଦିବାସୀ ଅଞ୍ଚଳ ର ଶିକ୍ଷକ ଯେଉଁଭଳି ଭାବେ ଆକ୍ସନ କରି ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ାଉଛନ୍ତି । ତାହାକୁ ନିଶ୍ଚୟ ଥରେ ଦେଖିବା ଦରକାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *