ଭାଇ ଭଉଣୀ କଲେ ଏଭଳି କାଣ୍ଡ ଯାହା ଆପଣ ସ୍ୱପ୍ନ ରେ ବି ସୁଦ୍ଧା ଭାବି ନଥିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାଇ ଭଉଣୀ ଦୁୟ ମିଶି ଏଭଳି କାଣ୍ଡ କରିଥିଲେ ଯାହା କୁ ଆପଣ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ଜାଣିଛନ୍ତି ଭାଇ ଭଉଣୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ ଯେଉଁଥିରେ ନିର୍ଦ୍ୱନ୍ଦ କଳଙ୍କ ନଥାଏ । କିନ୍ତୁ ବର୍ତ୍ତମାନ ର ଯୁବ ସମାଜ ଏହି କଳଙ୍କିତ ସମାଜ କୁ ଆହୁରି କଳଙ୍କିତ କରିଦେଇଛି । ତେବେ ଏକ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଏକ ଅଞ୍ଚଳ ରେ ଯେଉଁଠାରେ ଏକ ପରିବାର ନିଜ ଛୋଟ ଘରେ ରହୁଥିଲେ । 

 

ତେବେ ସେମାନେ ଦୁଇ ଝିଅ ଏବଂ ସାନ ପୁଅ ସହ ବାପ ମା ୫ ପ୍ରାଣୀ କୁତୁମ୍ଭ ରହୁଥିଲେ । ତେବେ ସେମାନଙ୍କ ଭିତରୁ ସାନ ଝିଅ ର +3 ସାରି ଯାଇଥିବା ବେଳେ ସାନ ଭାଇ +2 ପଢୁଥିଲା । ତେବେ ସେଭଳି ସ୍ଥଳେ ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଦୁହିଁ ଜଣ ଘର ଛାଡ଼ି ନିଜ ସମ୍ପର୍କୀୟ ଙ୍କ ଘରେ ଯାଇ ପରସ୍ପର କୁ ବିବାହ କଲେ । 

 

ତେବେ ବିବାହ କରି ସାରିବା ପରେ ବର୍ତ୍ତମାନ କୌଣସି ସମାଜ ତାଙ୍କୁ ନିଜ ଗ୍ରାମ ରେ ପୁରାଇବାକୁ ନାରାଜ । ଯାହା ଫଳରେ ଦୁହିଁ ଜଣ ଯାକ ସେ ସ୍ଥାନ ଛାଡି ବର୍ତ୍ତମାନ ଅନ୍ୟତ୍ର ଚାଲି ଆସିଛନ୍ତି । ଯାହା ବର୍ତ୍ତମାନ ସେ ସ୍ଥାନରେ ଚର୍ଚ୍ଚା ର ପାତ୍ର ପାଲଟିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *