ଭାରତରୁ ଯାଇ ପାକିସ୍ତାନ ର ଏକ ମନ୍ଦିର ରେ ଶରଣ ପସିଥିବା ଏହି କ୍ରିକେଟ ଖେଳାଳି, ନିଜ କ୍ୟାରିଅର ଭିତରେ ଏଭଳି ରେକର୍ଡ କରିଥିଲେ ଯାହାକୁ ଆଜି ଯାଏ ବି ଅନେକ ଖେଳାଳି ଭାଙ୍ଗି ପାରିବେ ନାହିଁ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଭାରତରୁ ଯାଇ ପାକିସ୍ତାନ ର ଏକ ମନ୍ଦିର ରେ ଶରଣ ପସିଥିବା ଏହି କ୍ରିକେଟ ଖେଳାଳିଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଖେଳାଳି ଙ୍କ ନାମ ହେଉଛି ମହମ୍ମଦ ହାନିଫ । ସେ ଗୁଜୁରାଟ ରେ ଜନ୍ମଗ୍ରହଣ କରିଥିବା ବେଳେ ଭାରତ – ପାକିସ୍ତାନ ବିଭାଜନ ବେଳେ ସେ ପାକିସ୍ତାନକୁ ଚାଲିଯାଇଥିଲେ । ସେଠାରେ ସେ ଏକ୍ ମନ୍ଦିର ରେ ସରଣାର୍ଥୀ ଭାବେ ରହୁଥିଲେ । କିନ୍ତୁ ସେ ପାକିସ୍ତାନ ର କ୍ରିକେଟ ଇତିହାସ କୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଥିଲେ । 

 

ସେ ଏକ ଟେଷ୍ଟ ମ୍ୟାଚ ରେ ୪୯୯ ରନ କରି ସେତେବେଳେ ସମୟରେ ଏକ ରେକର୍ଡ ସୃଷ୍ଟି କରିଥିଲେ । ଯାହାକୁ ବର୍ତ୍ତମାନ ସମୟର ବହୁ ଖେଳାଳି ମଧ୍ୟ କରିପାରିବେ ନାହିଁ । ତେବେ ଏହାକୁ ପରବର୍ତ୍ତୀ ସମୟରେ ବ୍ରେନଲାରା ୫୦୧ ରନ କରି ତାଙ୍କ ରେକର୍ଡ କୁ କାଟି ଦେଇଥିଲେ । ତେବେ ସେ ବହୁତ ଉଦିୟ ମାନ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଆପଣ ତାଙ୍କ ବିଷୟରେ ଆଉ କଣ ଜାଣିଛନ୍ତି କମେଣ୍ଟ କରି କୁହନ୍ତୁ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *