ଭାରତ ଟି-୨୦ ସିରିଜ ଜିତିବା ପରେ କୋହଲି ଏଭଳି କିଛି କହିଛନ୍ତି ରୋହିତ ଙ୍କ ବିଷୟରେ । କହିଛନ୍ତି କି “ରୋହିତ ନ ଖେଳିଲେ……

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ଭାରତ-ଅଷ୍ଟ୍ରେଲିଆ ଟି -୨୦ ସିରିଜ ଭାରତ ହାତେଇ ନେବା ପରେ କୋହଲି ରୋହିତ ଙ୍କ ବିଷୟ ରେ ଦେଇଥିବା ମନ୍ତବ୍ୟ କୁ ଆମ୍ଭେ କହିବାକୁ ଯାଉଛୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଭାରତ ନିର୍ଦ୍ୱନ୍ଦ ଭାବେ ଟି-୨୦ ରେ ସମସ୍ତ ପ୍ରତିଯୋଗିତା କୁ ବିଜୟ ହାସଲ କରିଛି । ଏହି ବିଜୟ ହାସଲ କରିବା ପରେ ସେ ନିଜର କିଛି ମନ୍ତବ୍ୟ ଦେଇଛନ୍ତି । ଯାହା କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତିନୋଟି ମ୍ୟାଚ୍ ର ଏହି ସିରିଜରେ ଭାରତୀୟ ଦଳ ୨-୧ରେ ଆଗରେ ଅଛି। ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। 

 

ମ୍ୟାଚ୍ ପରେ କୋହଲି କହିଛନ୍ତି, ଏହି ବିଜୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଟି -20 କ୍ରିକେଟ୍ ରେ ଆମେ ଏକ ଦଳ ଭଳି ଖେଳିଥିଲୁ। ସୀମିତ ଓଭର ରେ ରୋହିତ ଏବଂ ବୁମରାଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ନାହାଁନ୍ତି, ତଥାପି ଆମେ ଭଲ ପ୍ରଦର୍ଶନ କରୁଛୁ। ଏହା ମୋତେ ଦଳ ପାଇଁ ଖୁସି ଏବଂ ଗର୍ବିତ କରେ।

 

 ‘ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ରୋହିତଙ୍କ ମାଂସପେଶୀ ବିସ୍ତାର ହୋଇଥିବାବେଳେ ବୁମରାଙ୍କୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ଭାରତୀୟ ଅଧିନାୟକ କହିଛନ୍ତି ଯେ ପାଣ୍ଡ୍ୟା ନିଜର ସୁପର ବ୍ୟାଟିଂ ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ଆଗାମୀ ବର୍ଷରେ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି ହୋଇପାରିବେ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *