ଭାରତ ରଚିଲା ଆଉ ଏକ ଇତିହାସ । ଦୀର୍ଘ ଦିନର ରେକର୍ଡ କଲା ଭଙ୍ଗ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସିରିଜ ଜିତିବା ପରେ କିଭଳି ଭାବେ ଭାରତୀୟ ଖେଳାଳି ୩୩ ବର୍ଷ ର ରେକର୍ଡ ଭାଙ୍ଗିଥିଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଭାରତୀୟ କ୍ରିକେଟ ଖେଳାଳି ମାନେ ଇତିହାସ ରେ ଏକ ସୁବର୍ଣ୍ଣ ଅକ୍ଷର ରେ ଏକ ନାମ ଲେଖିଦେଇଛନ୍ତି । ତେବେ ସେହି ନାମ କୁ ନେଇ ଭାରତୀୟ ଦଳ ର ଖେଳାଳି ମାନଙ୍କ ମଧ୍ୟରେ ଏକ ଅଲଗା ଜୋସ ଦେଖିବାକୁ ମିଳିଛି । ତେବେ ଭାରତୀୟ ଖେଳାଳି ମାନଙ୍କ ମଧ୍ୟରୁ ଅଧିକ ଖେଳାଳି ଏଞ୍ଜଡ ଥିବା ବେଳେ ଟ୍ରଫି ଜିତିବା ଅସମ୍ଭବ ଥିଲା ଏହା ସତ୍ତ୍ୱେ ଭାରତୀୟ ମାନେ ଏହି ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲେ । 

 

ତେବେ ଭାରତୀୟ ଦଳ ଟେଷ୍ଟ ସହିତ ଭାରତ ୨-୧ ରେ ସିରିଜ ଜିତିଥିଲା। ଶେଷ ଦିନରେ ଗାବାରେ ଭାରତ 329 ରନ୍ ସଂଗ୍ରହ କରି 3 ୱିକେଟ୍ ନେଇଥିଲା। ଏବଂ ସିରିଜ କୁ ହାତେଇ ନେଇଥିଲା । ତେବେ ଏହି ଖେଳ ରେ ବିଶେଷ କରି ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ବଡ଼ ଖେଳାଳିଙ୍କ ଆଘାତ ସତ୍ତ୍ୱେ ଆଡିଲେଡରେ 36 ରନ୍ ରେ ଆଉଟ ହେବା ପରେ ଭାରତର ପ୍ରତ୍ୟାବର୍ତ୍ତନ ଚମତ୍କାର ବୋଲିଙ୍ଗ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ

 

Leave a Reply

Your email address will not be published. Required fields are marked *