ଭାରତ ର ବଡ଼ ବିଜୟ । ପାକିସ୍ତାନ କୁ ବଡ଼ ଝଟକା । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର….

 ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆସନ୍ତୁ ଜାଣିବା ପାକିସ୍ତାନ କୁ ତାହାର ମୁସଲିମ ଦେଶ ର ସଂଗଠନ ଦେଇଛି ବଡ ଝଟକା । ଏହାଦ୍ବାରା ପାକିସ୍ତାନ ର କଣ ରହିଛି ପ୍ରତିକ୍ରିୟା ।

 

ଇସଲାମିକ ସଂଗଠନ ର ବୈଠକ :-

ଇସଲାମିକ ଦେଶ ସହଯୋଗ ସଂଗଠନ ଅର୍ଥାତ (OIC) ଦେଶ ମାନଙ୍କ ର ବୈଦେଶିକ ମନ୍ତ୍ରୀ ମାନଙ୍କ ଦ୍ଵାରା ଏକ ବୈଠକ ଆୟୋଜନ କରାଯାଉଥିବା । ଏଥିରେ ଭାରତ ଆଉ ପାକିସ୍ତାନ ମଧ୍ୟ ରେ ଥିବା କାଶ୍ମୀର ପ୍ରସଙ୍ଗ ର ଲଢେଇ ବାବଦରେ ଏହି ବୈଠକ ରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଯାହା ପରେ ପାକିସ୍ତାନ  ବିଶ୍ଵ ସମୁଦାୟ ଆଗରେ ଅପମାନିତ ହେଇଛି ତା ପାରେବି ପାକିସ୍ତାନ ତାର ପୁରୁଣା ଅଭ୍ୟାସ ଛାଡ଼ୁ ନାହିଁ । ସେ କାଶ୍ମୀର ମାମଲା କୁ ଆହୁରି ଖରାପ୍ କରିବାରେ ଲାଗିଛି ।

 

ଯେତେବେଳେ ଇସଲାମିକ ଦେଶ ସହଯୋଗ ସଂଗଠନ ଈଂଲିଶ୍ ଏବଂ ଆରବିକ୍ ଭାଷା ରେ ବିବୃତି ରଖିଥିଲେ ସେତେବେଳେ ଏହି ମାମଲା ବିଶ୍ଵ କୁ ଆସିଥିଲା । ଏହି ବିବୃତି ରେ ଇସଲାମିକ ଦେଶ ସହଯୋଗ ସଂଗଠନ ର କାଉନସିଲ ଅଫ ଫୋରେନ ମିନିଷ୍ଟ୍ରୀ ର ଶୁକ୍ରବାର ଦିନ ନାଇଜେରିଆ ର ରାଜଧାନୀ ରେ ହେଇଥିବା ବୈଠକ ସହ ଜଡ଼ିତ । 

 

ଏହି ବୈଠକରେ ସାଉଦି ଆରବ ତାହାର ନେତୃତ୍ଵ ନବ । ଏଥିରେ କାଶ୍ମୀର ପ୍ରସଙ୍ଗ କୌଣସି ଆଲୋଚନା କରାଯାଇ ନାହିଁ । ଅନ୍ୟ ପକ୍ଷ ରେ ପାକିସ୍ତାନ ର ଗଣ ମାଧ୍ୟମ ଏଥର କାଶ୍ମୀର ଏଜେଣ୍ଡା ରୁ ପାକିସ୍ତାନ ସେତେବେଳେ ବାହାରେ ଅଛି ଯେବେଠୁ ପାକିସ୍ତାନ ସହ ସାଉଦି ଆରବ ଏବଂ ଆମେରିକା ର ସମ୍ପର୍କ ଖରାପ୍ ହେଇଛି। ପାକିସ୍ତାନ ର ବୈଦେଶିକ ମନ୍ତ୍ରଣାଳୟ କହିଛି କାଶ୍ମୀର ଆମର ଷ୍ଠାଇ ପ୍ରସଙ୍ଗ ଅଟେ ।

 

ପାକିସ୍ତାନର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶି କରିବେ:-

ପାକିସ୍ତାନ କହିଛି ପାକିସ୍ତାନ ସ୍ଵତନ୍ତ୍ର ମାନ୍ୟତା ପାଇଲା ପରେ ଏହା ଆମର ପ୍ରଥମ ବୈଠକ ଅଟେ । ସେ ଏହି ବୈଠକ ଆସ କରିଥିଲେ କି କାଶ୍ମୀର କୁ ଭାରି ସମର୍ଥନ ମିଳିବ ଏବଂ ଏହି ବୈଠକ ରେ ପାକିସ୍ତାନ ପଟରୁ କାଶ୍ମୀର ପ୍ରସଙ୍ଗ ରେ ପ୍ରଥିନିଧିତ୍ୟ କରିବେ ପାକିସ୍ତାନ ର ବୈଦେଶିକ ମନ୍ତ୍ରୀ ସାହା ମହମୁଦ୍ କୁରେଶି କିନ୍ତୁ ଏହା ହୋଇପାରିଲା ନାହିଁ ।

ଯେତେବେଳେ ପାକିସ୍ତାନ ଏତେ ବଡ଼ କଥା କହିଥିଲା କିନ୍ତୁ ତାହା ଇସଲାମିକ ଦେଶ ସହଯୋଗ ସଂଗଠନ ବୈଠକ ରେ ଫସର ଫାଟିଗଲା ଏବଂ ପାକିସ୍ତାନ କୁ ତାର କାଶ୍ମୀର ପ୍ରସଙ୍ଗ କୁ କୌଣସି ପ୍ରଶ୍ରୟ ଦିଆ ଯାଇନାହିଁ ଏଥି ପାଇଁ ପାକିସ୍ତାନ ବିଶ୍ଵ ସମୁଦାୟ ଆଗରେ ଲଜିତ ହେଇଛନ୍ତି । ତାଠାବି ପାକିସ୍ତାନ ତାହାର ପୁରୁଣା ରୁଗ ଛାଡ଼ି ପାରୁନି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *