ଭିଡ଼ିଓ ଦେଖିଲେ ଜାଣିପାରିବେ ସମ୍ପୂର୍ଣ ବିଷୟ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ ଆପଣ ଙ୍କ ପାଇଁ ଆଜି ଏମିତି ଏକ ଦମଦାର ଖବର ନେଇ ଆସିଚୁ ଯାହା ଆସମ୍ ର ଏମିତି ଏକ ଲଜ୍ୟ ଜନକ ଘଟଣା ଯାହା ଫେସବୁକ୍ ରେ କିଛି କିଛି ଫୋଟୋ ଭାଇରାଲ୍ଲ ହେବା ରେ ଲାଗିଛି ଯାହା ଜଣେ ଶିକ୍ଷକ ସହ ଙ୍କ ସହ ଜଣେ ଛାତ୍ରୀ ର କିଛି ଲାଜ୍ୟ ଜନକ ଘଟଣା । ଏହି ଖବର କୁ ଶେଷ ଜାଣିବା ପାଇଁ ଖବର କୁ ଶେଷ ଯାଏ ଦେଖନ୍ତୁ ।

 

ଏହି ଶିକ୍ଷକ ଏବଂ ଛାତ୍ରୀ ଫୋଟୋ ବହୁତ୍ ଲଜ୍ୟଜନକ ଫୋଟୋ ଯାହା ଦେଖିବା ପରେ ପିଲାଙ୍କ ଅଭିଭାବକ ଥାନାରେ ଅଭିଯୋଗ ଦାୟର କରିଛନ୍ତି । ଏତେ ଘଟଣା ପରେ ପୋଲିସ ଏ ପର୍ଯ୍ୟନ୍ତ ଏ ଆରୂପି ଶିକ୍ଷକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । 

 

ୱାମାଲ୍ ଜିଲ୍ଲା ର କାନ୍ତି ଚେରା ବ୍ଲକ୍ ର ଏକ ସ୍ଥାନୀୟ ଚେନାଲ୍ ର ମୂତବିକ୍ ଏକ ସ୍କୁଲ ର ଦିଲ୍ ଲସ୍କର୍ ନାମକ ଏକ ଶିକ୍ଷକ ସେହି ସ୍କୁଲ ର ଛାତ୍ରୀ ସହ କିଛି ଖରାପ୍ ଫୋଟୋ ଉଠେଇ ଥିଲେ ।ଏହି ଫୋଟୋ ରେ ଶିକ୍ଷକ ଛାତ୍ରୀ ର ଶରୀର ର ବିଭିନ୍ନ ଗୁପ୍ତ ଜାଗା କୁ ଛୁଇଁ ଫୋଟୋ ଉଠେଇ ଥିଲେ । ଏବଂ ତାଙ୍କ ବହୁ ରେ କୁଣ୍ଡାଇ ଧରିଥିବା ରେ ଫୋଟ ଉଠାଇ ଥିଲେ ।ଏହା ପରେ ଏହି ଫୋଟୋ କୁ ଫେସବୁକ୍ ରେ ଛାଡି ଥିଲେ । ଏହା ପରେ ଅଭିଭାବକ ମାନେ ପୁରା ରାଗି ଯାଇ ପୋଲିସ ରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ଅଭିଯୁକ୍ତ କୁ ପଚରା ପଚାରି କରି ଛାଡି ଦେଇଥିଲା । ଏପର୍ଯ୍ୟନ୍ତ ଜଣା ପଡିନି ଶିକ୍ଷକ କଣ କହି ଛାତ୍ରୀ କୁ ଏ ଫୋଟୋ ଉଠାଇଥିଲା ।

 

 ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *