ଭୁବନେଶ୍ୱର ଏବଂ କଟକରେ ତାଣ୍ଡବ ରଚିଲା କାଳବୈଶାଖୀ । ଛାରଖାର କରିଦେଲା ସବୁ କିଛି … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଟକ ଏବଂ ଭୁବନେଶ୍ୱର ରେ ତାଣ୍ଡବ ରଚିଥିବା କାଳ ବୈଶାଖୀ ଯାହା ସମ୍ପୂର୍ଣ୍ଣ କଟକ ଏବଂ ଭୁବନେଶ୍ୱର ରେ ତାଣ୍ଡବ ରଚିଥିଲା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କଟକ ଏବଂ ଭୁବନେଶ୍ୱର ରେ ଗତ କାଲି ପ୍ରବଳ ମାତ୍ରା ରେ ଘୁର୍ଣ୍ଣିଝଡ଼ ସହିତ ବର୍ଷା ହୋଇଛି । ତେବେ କଟକ ରେ କୁଆ ପଥର ସହିତ ବର୍ଷା ହୋଇଥିବା ବେଳେ । ଭୁବନେଶ୍ୱର ରେ ଧୂଳିଝଡ଼ ସହିତ ବର୍ଷା ହୋଇଥିଲା । ତେବେ ଏହି ବର୍ଷା ଦ୍ୱାରା ସମସ୍ତ କଟକ ଭୁବନେଶ୍ୱର ରେ ଲୋକମାନେ ଆଶ୍ୱସ୍ତ ପାଇଛନ୍ତି । 

 

ତେବେ ଏହି ଦିନ ରେ କଟକ ର ତାପମାତ୍ରା ରେ ୩୮.୬ ଡ଼ିଗ୍ରୀ ସେଲସିୟସ ରୁ ଖସି ଯାଇଥିବା ବେଳେ ଭୁବନେଶ୍ୱର ରୁ ୪୦ ଡିଗ୍ରୀ ସେଲ୍ସିୟସ ଥିଲା । ଏହି ତାପମାତ୍ରା ରେ ଲୋକ ମାନଙ୍କୁ ଏକ ଆଶ୍ୱସ୍ତି ମିଳିଲା । ଏହି ବର୍ଷା ଦ୍ୱାରା କଟକ ଏବଂ ଭୁବନେଶ୍ୱର ରେ ଗଛ ଭାଙ୍ଗିବା ସହିତ ଚାଳ ଛପର ଉଡି ଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *