ଭୁବନେଶ୍ୱର ର ଏହି ସ୍ଥାନ କୁ କରାଗଲା ଦୁଇ ଦିନ ପାଇଁ ସିଲ । ସମ୍ପୂର୍ଣ୍ଣ ବନ୍ଦ କଲେ ଡିସିପି । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଭୁବନେଶ୍ୱର ର ମାର୍କେଟ ବିଲ୍ଡିଂ ଅଞ୍ଚଳ କୁ ଦୁଇ ଦିନ ପାଇଁ ସିଲ କରାଗଲା ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ପ୍ରତିଦିନ ଦ୍ରୁତ ଗତି ରେ ବଢ଼ିବାରେ ଲାଗିଛି । ତେବେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ରେକର୍ଡ ସଂଖ୍ୟକ କରୋନା ରୋଗୀ ପ୍ରତିଦିନ ବାହାରୁଛନ୍ତି । 

 

ତେବେ ପରିଭ୍ରମଣ ରେ ଆସିଥିବା ଡିସିପି ଏବଂ ଭୁବନେଶ୍ୱର ର ଜୋନାଲ କମିଶନର ଲୋକ ମାନଙ୍କ ଅମାନିୟା କାର୍ଯ୍ୟ କଳାପ ଦେଖିବା ସହିତ କିଭଳି ଭୁବନେଶ୍ୱର ରେ କୋଭିଡ ଗାଇଡ଼ଲାଇନ କୁ ମାନୁନ ଥିବାର ଦେଖି ଚିନ୍ତିତ ହେବା ସହ । 

 

ମାର୍କେଟ ବିଲଡିଂ ଅଞ୍ଚଳ କୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ ସିଲ କରିଛନ୍ତି । ତେବେ ଏଠାରେ କୋଭିଡ ଗାଇଡ଼ଲାଇନ କୁ ଅବମାନନା କରୁଥିବା ଦୋକାନୀ ମାନଙ୍କୁ ସତର୍କ କରିବା ସହିତ ଆଉ ଭବିଷ୍ୟତ ରେ ଏଭଳି ଭୁଲ ନହେବା ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *