ଭୁଲ ରେ ଏହି ସବୁ କ୍ୟାଲେଣ୍ଡର ଘରେ ରଖନ୍ତୁ ନାହିଁ । ଜାଣନ୍ତୁ କ୍ୟାଲେଣ୍ଡର ରଖିବାର ସଠିକ ସ୍ଥାନ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କ୍ୟାଲେଣ୍ଡର ରଖିବାର ସଠିକ ବିଧି ଏବଂ ନିୟମ ବିଶୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ସମସ୍ତେ ଘରେ କ୍ୟାଲେଣ୍ଡର ରଖିଥାନ୍ତି । ମଣିଷ  ଜୀବନ ରେ ସମୟ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ସେଥିପାଇଁ ଘଣ୍ଟା ଏବଂ କ୍ୟାଲେଣ୍ଡର ନିତ୍ୟାନ୍ତ ଆବଶ୍ୟକ ଅଟେ । କିନ୍ତୁ କଣ ଆପଣ ଜାଣନ୍ତି କ୍ୟାଲେଣ୍ଡର ରଖିବାର ନିର୍ଦ୍ଦିଷ୍ଟ କିଛି ସ୍ଥାନ ଏବଂ ନିର୍ଦ୍ଧିଷ୍ଟ କିଛି ନିୟମ ରହିଥାଏ । 

 

ତେବେ ଆସନ୍ତୁ ଜାଣିବା କ୍ୟାଲେଣ୍ଡର ରଖିବାର ସଠିକ ନିୟମ ,କେଉଁ ସ୍ଥାନ ରେ କ୍ୟାଲେଣ୍ଡର ରଖିବା ନିତ୍ୟାନ୍ତ ଆଵଶ୍ୟକ ଓ କେଉଁ ସ୍ଥାନ ରେ ଆବଶ୍ୟକ ନୁହେଁ ଏବଂ କେଉଁ କ୍ୟାଲେଣ୍ଡର ଘରେ ରଖିବା ଜରୁରୀ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ କ୍ୟାଲେଣ୍ଡର ଘରେ ରଖିବା ଜରୁରୀ ନୁହେଁ । 

 

ତେବେ ବାସ୍ତୁ ଅନୁସାରେ ପୁରୁଣା କିମ୍ବା ଭୁତ ପ୍ରେତ ଜନିତ ଯାହା ଆମ୍ଭ ଉପରେ ନକରାତ୍ମକ ଶକ୍ତି ପକାଉଛି ସେହି କ୍ୟାଲେଣ୍ଡର କୁ ଘରେ ଅନୁଚିତ । ତେବେ ଘରେ ସବୁବେଳେ ପୂର୍ବ କିମ୍ବା ପଶ୍ଚିମ ଦିଗ ଛଡା ଅନ୍ୟ କୌଣସି ସ୍ଥାନ ରେ କ୍ୟାଲେଣ୍ଡର ଲଗାଇବା କଥା ନୁହେଁ । ନହେଲେ ଆପଣଙ୍କ ମସ୍ତିଷ୍କ ସ୍ଥିର ନ ରହିବା ସହ ନକରାତ୍ମକ ଶକ୍ତି ବୃଧି କରାଏ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *