ଭୟଙ୍କର ରୁପ ନେଉଛି କରୋନା । ଇଦ ଏବଂ ହୋଲି ପର୍ବ ବନ୍ଦ କରିବାକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର । ପୁଣି ଥରେ ହୋଇପାରେ ଲକଡାଉନ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କରୋନା ର ଭୟଙ୍କର ରୁପ ଏବଂ ହୋଲି ଓ ଇଦ ଭଳି ବଡ଼ ଗଣ ପର୍ବ ରେ ଏହାର ପ୍ରଭାବ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ବିଭିନ୍ନ ଦେଶ ରେ କରୋନା ର ନୂଆ ଷ୍ଟ୍ରେନ ଆସି ସାରିଲାଣି । ଯାହାକୁ ଦୃଷ୍ଟି ରେ ରଖି ବହୁତ ଦେଶ ମଧ୍ୟ ଲକଡାଉନ ସଟଡ଼ାଉନ ମଧ୍ୟ କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ କରନା ର ନୂଆ ଷ୍ଟ୍ରେନ ଦିନକୁ ଦିନ ବିଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରିବାରେ ବ୍ୟସ୍ତ । 

ତେବେ ବର୍ତ୍ତମାନ ସମୟରେ ଭାରତ ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୭ ରୁ ଅଧିକ ଲୋକ ଙ୍କ ର ପ୍ରାଣ ହରାଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୦୭୬ ଜଣ ଲୋକ କରୋନା ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ବର୍ଦ୍ଧିତ କରୋନ କେସ କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଦେଶ ରେ ଇଦ ଏବଂ ହୋଲି ଉପରେ କଟକଣା ଲଗାଇଛନ୍ତି । ତେବେ ଦେଶ ର ବିଭିନ୍ନ ଜିଲ୍ଲା ରେ ମଧ୍ୟ ହୋଲି ଦିନ ଲକଡାଉନ ଘୋଷଣା କରାଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *