ସୁନା କିଣାଳୀ ମାନଙ୍କ ପାଇଁ ଖୁସି ଖବର । ସୁନା ଦର ଖସିଲା ୨୦୦୦ ଟଙ୍କା ।
ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ସୁନା ଦର ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ମୁଁ ଆପଣ ଙ୍କୁ ଜଣାଇବାକୁ ଯାଉଛି ଏକ ସମ୍ପୂର୍ଣ୍ଣ ସତ୍ୟ କଥା ।
ତେବେ ବର୍ତ୍ତମାନ ର କରନା ପରିସ୍ଥିତି ରେ ସୁନା ଦର ଲକଡାଉନ ପରେ ଦିନ କୁ ଦିନ ବଢ଼ିବା ରେ ଲାଗିଛି । ତେବେ ଏହି ସ୍ଥଳେ ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛି ଖୁସି ଖବର । ତେବେ ବର୍ତ୍ତମାନ ସୁନା ଦର ହେବାକୁ ଯାଉଛି ବହୁତ କମ । ଗତ ୩ ଦିନ ରେ ଭାରତ ରେ ସୁନା ଓ ରୂପା ଦାମର ଭାରି ହ୍ରାସ ଦେଖାଦେଇଛି । ବୁଧବାର ଲଗାତର ସୁନା ରୂପା ଦାମ୍ ହ୍ରାସ ପାଇଛି । ଏମସିଏକ୍ସରେ ସୁନାର ବାଏଦା ୦.୨୧% ହ୍ରାସ ପାଇ ୪୮,୪୮୫ ଟଙ୍କା ପ୍ରତି ୧୦ ଗ୍ରାମ ।
ଏବଂ ରୂପା ୦.୧୬ ପ୍ରତିଶତ ହ୍ରାସ ପାଇ ୫୯,୪୬୦ ଟଙ୍କା ପ୍ରତି କିଲୋଗ୍ରାମକୁ ଆସି ଯାଇଛି । ଏଚଡିଏଫସି ସିକ୍ୟେରିଟିର କମୋଡିଟି ଆନାଲିଷ୍ଟ ତପନ ପଟେଲଙ୍କ କହିବାନୁସାରେ ସୁନା ଦାମରେ ଅନୁମାନଠୁ ଅଧିକ ହ୍ରାସ ପାଇଛି । କରୋନା ଭ୍ୟାକସିନକୁ ନେଇ ଆସୁଥିବା ଖବର ଯୋଗୁଁ ଏମିତି ହୋଇଛି । କରୋନା ଭ୍ୟାକସିନ୍ ଆସିବା ପରେ ସାରା ବିଶ୍ୱରେ ଆର୍ଥିକ ରିକଭରୀ ତୀବ୍ର ହେଉଛି । ଏହି ଦୃଷ୍ଟିରୁ ସୁନାକୁ ନେଇ ଜାରି ସେଫ୍ ଇନଭେଷ୍ଟମେଣ୍ଟ ଚାହିଦା ହ୍ରାସ ପାଇଛି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।