ଭୟଙ୍କର ହେଉଛି ଗ୍ରୀଷ୍ମ ପ୍ରବାହ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ୨୧ ଟି ଜିଲ୍ଲା କୁ ଜାରି ହେଲା ୟେଲୋ ୱାର୍ନିଙ୍ଗ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ  ଏବଂ ୨୦ ଟି ଜିଲ୍ଲା କୁ ଜାରି ହୋଇଥିବା ୟେଲୋ ୱାର୍ନିଙ୍ଗ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଛନ୍ତି ଗତ ଦୁଇ ଦିନ ଧରି ରାଜ୍ୟ ରେ ଅସହ୍ୟ ଗରମ ସାଙ୍ଗ କୁ ତାତି ରେ ଅନୁଭବ ହେଉଥିଲା । ତେବେ ଏହା ଆହୁରି ୩ ଦିନ ଯାଏଁ ରହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ବ୍ୟକ୍ତ କରିଛନ୍ତି । ତେବେ ଗ୍ରୀଷ୍ମପ୍ରବାହ ଏଭଳି ସାଙ୍ଗକୁ ଅସହ୍ୟ ତାତି ମଣିଷ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଉଛି । ତେବେ ଏହାକୁ ଦେଖି ପାଣିପାଗ ବିଶେଷଜ୍ଞ ମାନେ ୨୦ ଟି ଜିଲ୍ଲା କୁ ୟେଲୋ ୱାରନିଂ ଜାରି କରିଛନ୍ତି । 

 

ତେବେ ଆସନ୍ତୁ ଜାଣିବା ସେହି ୨୦ ଟି ଜିଲ୍ଲା ର ନାମ ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା , କଟକ , ମାଲକାନଗିରି , କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *