ମତେ ଖୁସି କର ନଚେତ ତତେ ବଦଳି କରିଦେବି । ଧମକ ଦେଇ ଚମକେଇ ଦେଉଥିଲେ ଉପରିସ୍ଥ ଅଧିକାରୀ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆର୍ମି ଜଣେ ଉପରିସ୍ତ ଅଧିକାରୀ ତାଙ୍କ ତଳିଆ କର୍ମଚାରୀ ମାନଙ୍କୁ ଡରାଇ ଧମକାଇ ଦେଉଥିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି  ଭୁବନେଶ୍ୱର ର ଡେପୁଡି କମାଣ୍ଡର ଅଫ ଆର ଅଫିସ ର ବିଜୟ କୁମାର ସାହୁ ଙ୍କ ବିରୁଦ୍ଧରେ ଆସିଲା ଏଭଳି ସଙ୍ଗିନ ଅଭିଯୋଗ । ତେବେ ସେ ଓମେନ ୱେଲ ଫେୟାର ସେଣ୍ଟର ର ଟେଲର ସିପାଇ ଙ୍କୁ ଏଭଳି ଧମକ ଦେଉଛନ୍ତି ଉପରିସ୍ଥ କର୍ମଚାରୀ ବିଜୟ । 

 

ତେବେ ବିଜୟ ସିଧାସଳଖ ଭାବେ ନିହାର ରଞ୍ଜନ ଙ୍କୁ  ଧମକ ଦେଇ  କହିଛନ୍ତି ଯଦି ସେ ତାଙ୍କୁ ଝିଅ ନ ଯୋଗନ୍ତି ସେ ତାଙ୍କ ଚାକିରୀ ରୁ ବହିଷ୍କାର କରିଦେବେ। ତେବେ ଉକ୍ତ ହସ୍ତଶିଳ୍ପ ଅଫିସ ରେ କାର୍ଯ୍ୟରତ ଥିବା ନିହାର ରଞ୍ଜନ ଏହାକୁ ସହି ନପାରି ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେବେ ଘର ଲୋକ ମାଆନେ ସତ୍ୟ ଜାଣିବା ପରେ ବିଜୟ ଙ୍କ ନାମ ରେ ଥାନା ରେ ଏକ ମାମଲା ରୁଜୁ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *