ମନିପ୍ଲାଣ୍ଟ ଗଛ କେଉଁଠି ଏବଂ କିଭଳି ଭାବେ ରଖିଲେ ହୁଏ ଧନ ର ବର୍ଷା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଘରେ ମନିପ୍ଲାଣ୍ଟ ଗଛ ଲଗାଇଲେ ଆପଣ ଙ୍କ ଘରେ ହୋଇଥାଏ ଧନର ବର୍ଷା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ  ଆପଣ ମାନେ ଜାଣିଛନ୍ତି ଚାଇନିଜ ବାସ୍ତୁ ଅନୁସାରେ ଯଦି ଘରେ ମନିପ୍ଲାଣ୍ଟ ଗଛ ରଖନ୍ତି ତେବେ ଆପଣଙ୍କ ର ହୋଇଥାଏ ଧନ ର ବର୍ଷା । କିନ୍ତୁ ଏହାକୁ ରଖିବାର କିଛି ନୀତି ନିୟମ ଅଛି ନହେଲେ ଆପଣଙ୍କର ସର୍ବନାଶ ହୋଇଯିବ । ତେବେ ଆପଣ ସର୍ବ ପ୍ରଥମେ ମନିପ୍ଲାଣ୍ଟ ଗଛ ଯେକୌଣସି ଜଣେ ଧନୀ ତଥା ଭଲ ଲୋକଙ୍କ ଘରୁ ଚୋରି କରି କିମ୍ବା ମାଗି କରି ଆଣନ୍ତୁ । 

 

ଏହା ପରେ ନିଜ ଘର ର ଅଗ୍ନି କୋଣ ମାନେ ଦକ୍ଷିଣ-ପୂର୍ବ କୋଣ ରେ ପୋତି ଦିଅନ୍ତୁ । ଏହା ପରେ ଧ୍ୟାନ ଦିଅନ୍ତୁ ଗଛ ଟି ଯେପରି ଉପରକୁ ବଢିବା ଦରକାର ନହେଲେ ଯଦି ଗଛ ଟି ତଳକୁ ବଢିବ ତାହେଲେ ଆପଣଙ୍କ ଟଙ୍କା ବଢିବା ବଦଳରେ କମିବାକୁ ଲାଗିବ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *