ମଳିକାନି ସହ ଡ୍ରାଇଭର ଭିଡ଼ିଓ ଭାଇରଲ । ଦେଖିଲେ ଉଡିବ ହୋସ…

ମାଲିକାଣି ଙ୍କ ସହ ଡ୍ରାଇଭର ଭିଡ଼ିଓ ହେଲା ଭାଇରାଲ । ଦେଖିଲେ ହୋସ ଉଡିଯିବ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏକ ଏଭଳି ଡ୍ରାଇଭର ଙ୍କ ବିଷୟ ରେ ଯିଏ ନିଜର ମାଲିକାଣି ଙ୍କ ଭିଡ଼ିଓ ଭାଇରାଲ କରିବାକୁ କହି ବ୍ଲାକମେଲ କରିବା ଅଭିଯୋଗ ରେ ଜେଲ ଯାଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଘଟଣା ଟି ଓଡ଼ିଶା ର ଲିଙ୍ଗରାଜ ଅଞ୍ଚଳ ରେ ଥିବା ଏକ ଥାନା ରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଛି । ତେବେ ଘଟଣା ଟି ହେଲା ଏଇଆ ଯେ ଲିଙ୍ଗରାଜ ଅଞ୍ଚଳ ରେ ରହୁଥିବା ଜଣେ ମହିଳା ଙ୍କ ସ୍ୱାମୀ ବାହାରେ ଚାକିରୀ କରନ୍ତି । ସେ ଓଡ଼ିଶା ରେ ଥିବା ଘରକୁ ପ୍ରତି ସପ୍ତାହ ରେ ଯିବା ଆସିବା କରନ୍ତି । ସେଥିପାଇଁ ଓଡିଶା ରେ ତାଙ୍କ ର ପରିବାର ତଥା ସ୍ତ୍ରୀ ପାଇଁ ସେ ନିଜର ଗାଡି ଡ୍ରାଇଭର ରଖିଥିଲେ । 

 

ତାଙ୍କ ସ୍ତ୍ରୀ ଡ୍ରାଇଭର ସହ ବାହାରକୁ ଗଲା ସମୟ ରେ ସେ ଡ୍ରାଇଭର ସହ ତାଙ୍କ ର ସମ୍ପର୍କ ଗଢ଼ି ଉଠିଥିଲା । ଯାହା ଫଳରେ ସେମାନଙ୍କ ମଧ୍ୟରେ ଚୁମ୍ବନ ଭଳି ସାଧାରଣ କଥା ଚାଲୁଥିଲା । ଯାହାର ଭିଡ଼ିଓ ଡ୍ରାଇଭର ନିଜର ମୋବାଇଲ ଫୋନ ରେ ରେକର୍ଡ଼ିଂଗ କରିଦେଇଥିଲେ । ଯାହା ଫଳରେ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ସେ ଏହି ଭିଡ଼ିଓ କୁ ଭାଇରାଲ କରିଦେବାର ଧମକ ଦେଉଥିଲେ ।

 

 ଯାହାକୁ ନେଇ ସେ ମହିଳା ଜଣକ ପାଖ ଲିଙ୍ଗରାଜ ଥାନା ରେ ଏକ ମାମଲା ରୁଜୁ କରିଛନ୍ତି । ବର୍ତ୍ତମାନ ସେହି ଡ୍ରାଇଭର ଜେଲ ରେ ଥିବା ବେଳେ । ଡ୍ରାଇଭର କୁ ୩ ମାସ ସଜା ସହ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *