ମହାରାଷ୍ଟ୍ର ରେ କରୋନ ର ଭୟଙ୍କର ରୁପ । କାନ୍ଦି କାନ୍ଦି ସତର୍କ କରାଇଲେ ମହିଳା ଡକ୍ଟର …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମହରାଷ୍ଟ୍ର କରୋନା ର ଭୟା ବହତା ଏବଂ ଏହାକୁ ନେଇ କାନ୍ଦି କାନ୍ଦି ସୂଚନା ଦେଇଥିବା ମହିଳା ଡକ୍ଟର ଙ୍କ ବିଷୟରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ ।

 

ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ତଥା ଦେଶ ରେ କରୋନା ର ଦୁତୀୟ ଲହର ଏକ ନୂଆ ଏବଂ ଭୟାବହ ରୂପ ଧାରଣ କଲାଣି । ଏହା ସହିତ ଏହି କରୋନା ଯୋଗୁଁ ପ୍ରତିଦିନ ସହ ସହ ଲୋକ ଙ୍କ ଜୀବନ ଚାଲିଯାଉଥିବା ବେଳେ ମହାରାଷ୍ଟ୍ର ରେ ଏହାର ଏକ ଅନ୍ୟ ଭୟଙ୍କର ରୂପ ସାମ୍ନା କୁ ଆସୁଛି । ଯାହାକୁ ନେଇ ଏକ ବାର୍ତା ଦେଇଛନ୍ତି ଜଣେ ମହିଳା ଡକ୍ଟର । 

 

ତେବେ ତାଙ୍କ କହିବା ଅନୁସାରେ ଆପଣ ମାନେ ଏହି ଦୁତୀୟ ଷ୍ଟ୍ରେନ କୁ ଏତେ ହାଲକା ରେ ନିଅନ୍ତୁ ନାହିଁ । କାରଣ ମହାରାଷ୍ଟ୍ର ରେ ଲୋକେ ପୋକ ମାଛି ଭଳି ଆକ୍ରାନ୍ତ ହେଉଛନ୍ତି । ଏହା ସହିତ ସେମାନଙ୍କୁ ଚିକିତ୍ସା କରିବା ପାଇଁ ବେଡ଼ ମିଳୁନାହିଁ । ନିଜ ଘରେ ସେମାନଙ୍କୁ ଅକ୍ସୀଜେନ ଲଗାଯାଉଛି ।ଲୋକ ମାନଙ୍କ ଶବ ଉଠାଇବାକୁ କୌଣସି ଲୋକ ରାଜି ହେଉ ନାହାନ୍ତି । ତେବେ ଏଭଲିସ ସ୍ଥଳେ ସୁରକ୍ଷିତ ରହିବା ସହିତ ମାସ୍କ ଏବଂ ସାନିଟାଇଜର ର ବ୍ୟବହାର ବହୁଳ ମାତ୍ରାରେ ଆବଶ୍ୟକ ବୋଲି କାନ୍ଦି କାନ୍ଦି କହିଛନ୍ତି ମହିଳା ଡକ୍ଟର । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *