ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମହା ଶିବରାତ୍ରି ଦିନ ଦେବ ଦେବ ମହାଦେବ ଙ୍କ କୃପା ରୁ ଯେଉଁ ୫ ଟି ରାଶି ର ଭାଗ୍ୟ ଖୋଲିବାକୁ ଯାଉଛି ସେ ରାଶି ସମ୍ପର୍କରେ କହିବାକୁ ଯାଉଛି ।
ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଦେବ ଦେବ ମହାଦେବ ହେଉଛନ୍ତି ଅଳ୍ପରେ ସନ୍ତୁଷ୍ଟ ସେଥିପାଇଁ ତ ଶିବ ଙ୍କୁ ଆଶୁତୋଷ କୁହାଯାଏ । ତେବେ ସେ ବର୍ତ୍ତମାନ ସମୟରେ ୫ ଟି ରାଶି ଉପରେ ନିଜର ଆଶ୍ରିବାଦ ର ନଜର ପକାଇଛନ୍ତି । ଆସନ୍ତୁ ଜାଣିବା ସେ ରାଶି ମାନଙ୍କ ବିଷୟରେ ।
୧) ମେଷ- ଏହି ରାଶିରେ ବ୍ୟକ୍ତି ମାନଙ୍କର ସମ୍ପର୍କ ମଜବୁତ ରହିବ ଓ ଧାର୍ମିକ ଯାତ୍ରା କରି ପାରନ୍ତି l ସବୁବେଳେ ଅନ୍ୟ କୁ ସାହାଯ୍ୟ କରନ୍ତୁ ଆହୁରି ସୁଖ ସଂବୃଦ୍ଧି ରେ ବୃଦ୍ଧି ଘଟିବ ।
(୨) ମିଥୁନ- ଏହି ରାଶିର ବ୍ୟକ୍ତି ମାନଙ୍କର ନିଜ ଉପରେ ଆତ୍ମ ବିଶ୍ୱାସ ରହିବ l ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ଓ ଖୁସି ରେ ଜୀବନ ଅତିବାହିତ କରିବେ ।
(୩) କନ୍ୟା- ଏହି ରାଶି ମାନଙ୍କ ଭାଗ୍ୟ ରେ ଏକ ନୂତନ ଭାବେ ପରିବର୍ତ୍ତନ ଦେଖା ଦେବ । ଶରୀର ମନ ଆଶା ସବୁ ଦୃଢ଼ ରହିବା ସହ । ସମସ୍ତ କାର୍ଯ୍ୟ ରେ ସିଦ୍ଧି ଲାଭ କରିବେ ।
(୪) ତୁଳା- ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଚିନ୍ତା ରହିବ ନାହିଁ ଓ ଧନ ର ଅଭାବ ରହିବ ନାହିଁ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l
(୫) ଧନୁ- ଏହି ରାଶିର ଲୋକ ମାନେ ନିଜର ଜୀବନ ସାଥି ସହିତ କାଟିବେ ଓ ଅଭିଵାହିତ ଥିଲେ ମାତା ପିତା ସହିତ ସମୟ କାଟିବେ l ଓ ନିଜ ର ଏକ ସୌତନ୍ତ୍ର ଏକ କମ୍ପାନୀ ପ୍ରତିଷ୍ଠା କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।