ମହା ଶିବରାତ୍ରୀ ଦିନ ଘରକୁ ଆଣନ୍ତୁ ଏହି ୫ ଟି ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ , ବର୍ଷ ସାରା ଅଭାବ ଅନଟନ ରହିବ ନହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯଦି ଆପଣ ମହା ଶିବ ରାତ୍ରି ଦିନ ଘରକୁ  ଏହି ୫ ଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ଆଣୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ଖୋଲିଯିବ ,ବର୍ଷ ଙ୍କ ଯାକ କୌଣସି ଅସୁବିଧା ରହିବ ନାହିଁ ସେ ବିଷୟରେ କହିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ପୌରାଣୀକ ତଥ୍ୟ ଅନୁସାରେ  ଦେବ ଦେବ ମହାଦେବ ରହି ଜାଗର ଦିନ ଧରା ଅଵତରଣ କରନ୍ତି । ତେବେ ଶିବ ହେଉଛନ୍ତି ଅଳ୍ପ ରେ ସନ୍ତୁଷ୍ଟ ସେଥିପାଇଁ ତ ତାଙ୍କର ନାମ ହେଉଛି ଆଶୁତୋଷ । ତେବେ ମହାଦେବ ଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ଏହି ୫ ଟି ଜିନିଷ ନିଜ ଘରକୁ ଆଣି ଭଗବାନ ଙ୍କ ପୂଜା ସ୍ଥାନ ରେ ରଖି ପୂଜା କଲେ ଆପଣଙ୍କ ର ଏକ ବର୍ଷ ପର୍ଯ୍ୟନ୍ତ କୌଣସି ବାଧା ବିଘ୍ନ ଆସି ନଥାଏ। 

 

 ତେବେ ଏହି ୫ ଟି ଜିନିଷ ହେଉଛି ମାଟିରେ ତିଆରି ଶିବ, ରୁଦ୍ଦ୍ରାକ୍ଷ, ଡମ୍ବରୁ,  ତ୍ରିଶୂଳ ,ଏବଂ ରୁପା ରେ ତିଆରି ହୋଇଥିବା ଚନ୍ଦ୍ର ତେବେ ଯଦି ଆପଣ ଏହି ସବୁ ଜିନିଷ ମଧରୁ ଯେକୌଣସି ଜିନିଷ ଶିବ ରାତ୍ରି ଦିନ ଘରକୁ ଆଣୁଛନ୍ତି ତେବେ ଜାଣି ରଖନ୍ତୁ ମହାଦେଵ ଧରାପୃଷ୍ଠକୁ ଅଵତରଣ କଲା ପରେ ଶିବ ଚାଲିଯାଆନ୍ତି କିନ୍ତୁ ଏହି ସବୁ ଜିନିଷ ରେ ଶିବ ଙ୍କ ଆଶ୍ରିବାଦ ରହି ଯାଇଥାଏ ଯାହା ତାଙ୍କର ଅତି ପ୍ରିୟ । ତେବେ ଯାହା ଆପଣଙ୍କୁ ବର୍ଷକ ଯାକ ସୁରକ୍ଷା ଦେଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *