ମହିଳା ଙ୍କ ଏହି ଗୋଟିଏ  ଜିନିଷ ଦେଖିଲେ ପୁରୁଷ ଙ୍କ ମୃତ୍ୟୁ ଜଲଦି ହୋଇ ଯାଇଥାଏ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଶାସ୍ତ୍ର ଆନୁସାରେ ନାରୀ କିମ୍ବା ମହିଳା ମାନଙ୍କ ର କେଉଁ ଜିନିଷ କୁ ଦେଖିଲେ ମୃତ୍ୟୁ ଜଲଦି ହୋଇ ଯାଇଥାଏ ସେ ବିଷୟରେ କହିବାକୁ ଯାଉଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ଲୋକ ମାନେ ନାରୀ ମାନଙ୍କ ପ୍ରତି ପ୍ରତିଦିନ କିଛି ନା କିଛି ଅତ୍ୟାଚାର କରିବାରେ ବ୍ୟସ୍ତ କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ନିନ୍ଦନୀୟ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ କାର୍ଯ୍ୟ କରିବା ଭଲ କେଉଁ କାର୍ଯ୍ୟ କରିବା ଖରାପ । 

 

ତେବେ ପ୍ରଥମତହ ନାରୀ ମାନଙ୍କୁ ବିନା କାରଣରେ ଅପଦସ୍ତ କରିବା କିମ୍ବା ସ୍ନମାନ ନଦେବା ଶାସ୍ତ୍ର ଅନୁସାରେ ସେ ପୁରୁଷ ଦଣ୍ଡନୀୟ । ଦୁତୀୟ ରେ କୌଣସି ନାରୀ ଉପରକୁ ହାତ ଉଠାଇବା ଶାସ୍ତ୍ର ଅନୁସାରେ ଦଣ୍ଡନୀୟ । ତୃତୀୟ ରେ ନାରୀ ଗାଧୋଇବା ବେଳେ ଯଦି ଆପଣ ଦେଖନ୍ତି ତେବେ ଆପଣ ଅଳ୍ପ ବୟସରୁ ମୃତ୍ୟୁ ବରଣ କରିବେ । ଯାହା ଶାସ୍ତ୍ର ଅନୁସାରେ ଲେଖା ଯାଇଅଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *