ମହିଳା ମାନଙ୍କ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ୫ ଟି କଥା,ଯାହା ଖରାପ ହୋଇଥାଇପାରେ କିନ୍ତୁ ମହାନ ସତ୍ୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭଗବାନ ଶ୍ରୀକୃଷ୍ଣ ନାରୀ ମାନଙ୍କ ବିଷୟରେ କହିଥିବା ୫ ଟି କଥା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଶ୍ରୀକୃଷ୍ଣ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ଯେତେବେଳେ ରଣକ୍ଷେତ୍ର ରେ ଗୀତା ର ଉଚାରଣ କରିଥିଲେ ତାହା ଯୁଗେ ଯୁଗେ ସମସ୍ତ ସମସ୍ୟା ର ସମାଧାନ କରିବ ବୋଲି ଶ୍ରୀକୃଷ୍ଣ କହିଥିଲେ । ତେବେ ଶ୍ରୀକୃଷ୍ଣ ନାରୀ ମାନଙ୍କ ବିଷୟରେ ୫ ଟି କଥା କହିଥିଲେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

 

(୧)ନାରୀ ମାନଙ୍କ ମଧ୍ୟରୁ କେତେକ ନାରୀ ସ୍ୱାର୍ଥବାଦୀ ଅଟନ୍ତି । ସେମାନେ ସଦା ସର୍ବଦା ନିଜ କାମ ହାସଲ ପାଇଁ ଯେକୌଣସି ସ୍ତର କୁ ଯାଇ ପାରନ୍ତି ।

(୨)କେତେକ ନାରୀ ମାନେ ଅନ୍ୟର ବିରୁଦ୍ଧରେ ଚର୍ଚ୍ଚା କରିବା ପାଇଁ ପସନ୍ଦ କହିଥାଆନ୍ତି।  

 

(୩) ନାରୀ ମାନଙ୍କୁ କେତେବେଳେ ବିଶ୍ୱାସ କରି ଅନ୍ତରଙ୍ଗ କଥା ବିଷୟରେ କୁହନ୍ତୁ ନାହିଁ।  ନହେଲେ ସେ କଥା ବହୁ ଶୀଘ୍ର ସମ୍ମସ୍ତ ଙ୍କ ସାମ୍ନା ରେ ପ୍ରକଟିତ ହୋଇଯିବ। 

(୪) ନାରୀ ମାନଙ୍କ ଉପରେ ସରଳ ବିଶ୍ୱାସୀ ଅଟନ୍ତି । ଯେ କେହିବି ସରଳ କଥା କହି ତାଙ୍କୁ ପଟେଇ ପାରିବେ । 

(୫)ଯଦି ନାରୀ ମାନେ ନିଜ ସ୍ୱାମୀ ଥାଉ ଥାଉ ପର ପର ପୁରୁଷ ଉପରେ ନଜର ଦେଇଥାନ୍ତି ସେମାନଙ୍କୁ ଅପଵିତ୍ର କୁହାଯାଏ । ସେମାନଙ୍କୁ ଘରେ ରଖିବା ଉଚିତ ନୁହେଁ  ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *