ମାଟ୍ରିକ ପରୀକ୍ଷା କୁ ନେଇ ଆସିଲା ବଡ଼ ଖବର । ଏଥର କେମିତି ହବ ମାଟ୍ରିକ ପରୀକ୍ଷା ଛାତ୍ର ଛାତ୍ରୀ ଚିନ୍ତିତ,ଅଭିଭାବକ ଅସ୍ତବ୍ୟସ୍ତ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମାଟ୍ରିକ ପରୀକ୍ଷା କୁ ନେଇ କିଛି ରୋଚକ ତଥ୍ୟ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗତ ମାସ ମାନେ ମେ ମାସ ୫ ତାରିଖ ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯିବ । ଯାହା ମେ ୫ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହାକୁ ନେଇ ସମସ୍ତେ ବର୍ତ୍ତମାନ ଚିନ୍ତିତ । ଏହାର ମୁଖ୍ୟ କାରଣ ହେଉଛି କରୋନା ର ନୂଆ ଷ୍ଟ୍ରେନ । ତେବେ ବର୍ତ୍ତମାନ ସାରା ଭାରତ ରେ କରୋନା ର ଦୁତୀୟ ଲହର ଆରମ୍ଭ ହୋଇଗଲାଣି । ଏହାକୁ ଦୃଷ୍ଟି ରେ ରଖି ବର୍ତ୍ତମାନ ସମୟରେ ରାଜ୍ୟ ରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷାର୍ଥୀ ମାନେ ବହୁତ ଚିନ୍ତିତ । 

 

କାରଣ ର ଦୁତୀୟ ଲହର ଯୋଗୁଁ ଧୀରେ ଧୀରେ ରାଜ୍ୟ ରେ ବିଭିନ୍ନ ସ୍ଥାନ ପୁଣିଥରେ କର୍ଫ୍ୟୁ ଘୋଷଣା ହେଲାଣି । ତେବେ ଏହାକୁ ଦୃଷ୍ଟି ରେ ରଖି ବର୍ତ୍ତମାନ ସମୟରେ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ କଣ କରିବେ ପରୀକ୍ଷା ଅନଲାଇନ ହେବ କି ଅଫଲାଇନ ହେବ ସମସ୍ତେ ଚିନ୍ତିତ । ଦେଖାଯାଉ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଙ୍କ ତରଫରୁ ଏହାର କିଛି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।  

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *