ମାଡିଆସୁଛି ଆଉ ଏକ ଭାଇରସ । ହମିଲଟନ ପାର୍କର ଙ୍କ  ଭବିଷ୍ୟବାଣୀ ଚାଲିଯିବ କରୋନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ହମିଲଟନ ପାର୍କର ଙ୍କ  ଭବିଷ୍ୟବାଣୀ ଯେଉଁଥିରେ ସେ କହିଁଛନ୍ତି କି ଚାଲିଯିବ କରୋନା ଏବଂ ଆଉ ଏକ ଭାଇରସ ଆସିବ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ହଁ ଆଜ୍ଞା ଚାଇନା ଭାଇରସ ର ଗନ୍ତା ଘର । ହଁ ଆଂଗ୍ୟ କୁହାଯାଉଛି କି ଭାଇରସ ଗୁଡିକ ଚାଇନା ରୁ ଉତ୍ପତ୍ତି । ତେବେ ପାର୍କରଙ୍କ କହିବା ଅନୁସାରେ ଆଉ କିଛି ଦିନ ମଧ୍ୟରେ କରୋନା ଟୀକା ଆସିଯିବ ଏହାକୁ ବିଶ୍ୱ ରେ ସମସ୍ତେ ଉପଲବ୍ଧ ପାଇଁ ପାରିବେ। ଏହା ସହ ଆହୁରି ମଧ୍ୟ କହିଛନ୍ତି ଆଉ ଏକ ଭାଇରସ ପୃଥିବୀ କୁ ଆସିବାକୁ ଯାଉଛି ଯାହାର ଉତ୍ପତି ସ୍ଥଳ ଚାଇନା ହବ ।

 ହଁ ଆଜ୍ଞା ଚାଇନା ରୁ ଆସିଥିବା ଆଉ ଏକ ଭାଇସ ଯାହାର ନାମ ବୁସେଲିସିସ ଭାଇରସ । ଯାହା ବର୍ତ୍ତମାନ ସମୟ ରେ ପାଞ୍ଚ ହଜାର ରୁ ଉର୍ଢ଼ ଲୋକ ମାନଙ୍କର ପ୍ରାଣ ନେଇ ସାରିଲାଣି  । କୁହାଯାଉଛି କି ଭାଇରସ ଟି ଗାଈ ମେଣ୍ଢା ଭଳି ଗୃହପାଳିତ ପଶୁ ମାନଙ୍କ ଶରୀର ରେ ସର୍ଵ ପ୍ରଥମେ ଦେଖା ଯାଉଛି । ଏହା ଏକ ମାରାତ୍ମକ ଭାଇରସ ଅଟେ । ଯାହା ଗାଈ ଗୋରୁ ଙ୍କ କ୍ଷୀର ଆଦି ସେବନ କଲେ ମଧ୍ୟ ଦେଖାଯାଉଛି । ଯାହା ଫଳ ରେ  ଶରୀର ରେ ବୋହୁ ପରିମାଣ ରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । 

ଶରୀର ରେ ବହୁ ପରିମାଣ ରେ ମାନ୍ଦା ହୋଇଯାଇଥାଏ । ମନ ଅସ୍ତିର ରୁହେ । ଏହା ଠାରୁ ବଞ୍ଚିବା ର  ଉପାୟ ମାନ ହେଲା ସର୍ଵ ପ୍ରଥମେ କୌଣସି ଗାଈ ଗୋରୁ ଙ୍କୁ ଛୁଇଁବା ପୂର୍ବ ରୁ କିମ୍ବା ପରେ ଭଲ ଭାବେ ପରିଷ୍କାର ହେବ । ବାହାରୁ କୌଣସି ଗାଈ ଗୋରୁ କିମ୍ବା ଗୃହ ପାଳିତ ପଶୁ ମାନଙ୍କୁ ଘରକୁ ବର୍ତ୍ତମାନ କିଣିବା  ନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *