ମାଡି ଆସୁଛି ଏକା ବେଳେ ୨ ଟା ଲଘୁଚାପ । ଜାରି ହେଲା ହାଇ ଆଲର୍ଟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ମଦିଆସୁଥିବା ଲଘୁଚାପ ଏବଂ ଓଡିଶା ବାସୀ କିଭଳି ଗରମ ରୁ ତ୍ରାହି ପାଇବେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଏକ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇଛି ଜାହା କି ଆସନ୍ତା 24 ଘଣ୍ଟା ରେ ଲଘୁଚାପ କ୍ଷେତ୍ର ରେ ପରିବର୍ତିତ ହେବାର ସମ୍ଭାବନା ରହିଛି । ତେବେ ଏହା କେଉଁ ଦିଗ କୁ ଗତି କରିବ ତାହା ଆଗାମୀ ଦିନ ରେ ଜଣା ପଡିବ ବୋଲି ପାଣି ପାଗ ବିଶେଷଜ୍ଞ୍ୟ ମାନେ କହିଛନ୍ତି । 

 

ବର୍ତମାନ ସମୟ ରେ ଏହା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ରହି ଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟ ରେ ଏହା ଅତ୍ୟାଧିକ ଭାବେ ଘନିଭୂତ ହୋଇ ଉତ୍ତର ଆଣ୍ଡାମାନ୍ ସାଗର ଆଡକୁ ଗତି କରିବ ବୋଲି ସୂଚନା ରହିଛି । ତେବେ ସ୍ଥଳ ଭାଗ ଉପରେ ଏହାର କଣ ପ୍ରଭାବ ରହିବ ତାହା ପାଣିପାଗ ପକ୍ଷ୍ୟ ରୁ କିଛି ବି ପ୍ରଷ୍ଟ କରା ଜାଇ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *